ଲଖିମପୁର ହିଂସା ମାମଲା: ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଊତ୍ତରପ୍ରଦେଶ ଲଖିମପୁର ଖେରିରେ ହୋଇଥିବା ହିଂସାକାଣ୍ଡ ଯୋଗୁଁ ୮ ଜଣଙ୍କର ମୃତ୍ୟୁ ହୋଇଛି । ଏହି ହିଂସାକାଣ୍ଡର ରିପୋର୍ଟ ମାଗିଛନ୍ତି ସୁପ୍ରିମକୋର୍ଟ । ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ ଉତ୍ତରପ୍ରଦେଶ…

କରୋନା ବଢ଼ାଇଛି ଧନୀଙ୍କ ସମ୍ପତ୍ତି ! ଆସିଲା ଫୋର୍ବସ ଧନୀ ତାଲିକା, ଦେଖନ୍ତୁ ଲିଷ୍ଟ୍

ନୂଆଦିଲ୍ଲୀ: କରୋନା ମହାମାରୀ ବର୍ଷରେ ବଢ଼ିଛି ଧନୀଙ୍କ ସମ୍ପତ୍ତି । ଏହାରି ମଧ୍ୟରେ ବିଜନେସ୍ ମାଗାଜିନ୍ ଫୋର୍ବସ ୨୦୨୧ରେ ଭାରତର ୧୦୦ ଧନୀଙ୍କ ତାଲିକା ପ୍ରକାଶ କରିଛି । ଏହା ଅନୁସାରେ, ୧୦୦ ଧନୀଙ୍କ ସମ୍ପତ୍ତି ରେକର୍ଡ…

ହଷ୍ଟେଲ ରୁମରୁ ଡାକ୍ତରୀ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ସଫେଇ ଦେଲେ ଡିନ୍

ବଲାଙ୍ଗିର(ଓଡ଼ିଶା ଭାସ୍କର): ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଡାକ୍ତରୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ବିଳମ୍ବିତ ରାତିରେ ତୃତୀୟ ବର୍ଷର ଡାକ୍ତରୀ ଛାତ୍ରୀ ନିରୁପମା ନନ୍ଦଙ୍କର ମୃତ୍ୟୁ ହୋଇଛି…

ବଲିଉଡରେ ଏଣ୍ଟ୍ରି କରିବେ କି ମହେନ୍ଦ୍ର ସିଂ ଧୋନୀ? ଅଭିନୟକୁ ନେଇ କହିଲେ ଏପରି

ମୁମ୍ବାଇ: ନ୍ୟାସନାଲ ସ୍ପୋର୍ଟ ଆଇକନ୍ ହେଉଛନ୍ତି ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ବା କ୍ରିକେଟର ମହେନ୍ଦ୍ର ସିଂହ ଧୋନୀ । କ୍ରିକେଟରେ ସେ ଲୋକପ୍ରିୟତା ହାସଲ କରିବା ସହ ଅନେକ ବିଜ୍ଞାପନ ପାଇଁ ଶୁଟିଂ ଓ…

ଚକୋଲେଟ ଦାମରୁ ବି କମ୍ ଟଙ୍କାରେ ମିଳୁଛି ପେଟ୍ରୋଲ, ଲିଟର ପିଛା ମାତ୍ର ୧.୪୯ ଟଙ୍କା

ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ-ଡିଜେଲର ଦାମ୍ ଆକାଶ ଛୁଆଁ ହେବାରେ ଲାଗିଛି । ଦେଶର ଅଧିକାଂଶ ସହରରେ ଲିଟର ପିଛା ପେଟ୍ରୋଲ ଦାମ୍ ୧୦୦ ଟପିଲାଣି । କିନ୍ତୁ ଭାରତର ପଡୋଶୀ ଦେଶରେ ଆଜିର ସମୟରେ ବି ପେଟ୍ରୋଲ ଦାମ୍ କମ୍ ରହିଛି…

ରାଜ୍ୟରୁ ୭ ଜଣଙ୍କ ଜୀବନ ନେଲା କରୋନା ମହାମାରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ସଂପ୍ରତି କରୋନାର ସ୍ଥିତି ସ୍ଥିର ରହିଛି । ଫଳରେ ମୃତ୍ୟୁସଂଖ୍ୟା, ଆକ୍ଟିଭ କେସ, ଆଇସିୟୁ ସଂଖ୍ୟା, ହସ୍ପିଟାଲାଇଜେସନ ସଂଖ୍ୟା କମୁଛି । ଯାହାକି ରାଜ୍ୟ ପାଇଁ ଆଶ୍ୱସ୍ତିକର ବିଷୟ…

ଆଧାର କାର୍ଡ ମାଧ୍ୟମରେ ବି ପଠାଇପାରିବେ ଟଙ୍କା, ଜାଣନ୍ତୁ ପ୍ରୋସେସ୍

ନୂଆଦିଲ୍ଲୀ: ଯଦି ଆପଣ ପେମେଣ୍ଟର ଡିଜିଟାଲ ମୋଡ ବ୍ୟବହାର କରୁଛନ୍ତି, ତେବେ ଆପଣଙ୍କ ପାଇଁ ରହିଛି ଗୁରୁତ୍ୱପୂର୍ଣ୍ଣ ଖବର । ଏଚ୍ଚିକି ଆପଣ ଆଧାର ନମ୍ବରରୁ ବି ପେମେଣ୍ଟ କରିପାରିବେ । ଯଦି ଆପଣ ଯାହାକୁ ଟଙ୍କା ପଠାଇବାକୁ…

ଚିତ୍କାର କରୁଥିଲେ ମହିଳା, ଶାଢ଼ି ଟାଣୁଥିଲେ ଦୁର୍ବୃତ୍ତ…. ଭିଡିଓ ଭାଇରାଲ

ଛପରା: ବିହାରରେ ମହିଳାଙ୍କ ସହ ଦୁର୍ବ୍ୟବହାର ମାମଲା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଛପରାରେ ମହିଳାଙ୍କ ସହିତ ନିର୍ଯ୍ୟାତନାର ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ବାଇକ ପଛରେ ବସିଥିବା ଜଣେ…

ଦଶହରା ପୂର୍ବରୁ ସମସ୍ତ କର୍ମଚାରୀଙ୍କୁ ୭୨,୫୦୦ ଟଙ୍କା ଉପହାର ଦେବ ଏହି କମ୍ପାନୀ

ନୂଆଦିଲ୍ଲୀ: ପବ୍ଲିକ ସେଣ୍ଟର କମ୍ପାନୀ କୋଲ ଇଣ୍ଡିଆ ନିଜ କର୍ମଚାରୀଙ୍କୁ ଉତ୍ସବ ସମୟରେ ଜବରଦସ୍ତ ଉପହାର ଦେବାକୁ ଯାଉଛି । କମ୍ପାନୀ ଏବର୍ଷ କର୍ମଚାରୀଙ୍କୁ ମିଳୁଥିବା ପ୍ରଦର୍ଶନ ଆଧାରିତ ଉପହାର ବା ପିଏଲଆରକୁ ବଢ଼ାଇ…

ଏଲପିଜି ଗ୍ୟାସ ଓ ପେଟ୍ରୋଲ ବୃଦ୍ଧି ନେଇ କେନ୍ଦ୍ରକୁ ଯୋଗାଣ ମନ୍ତ୍ରୀଙ୍କ ଟାର୍ଗେଟ, କହିଲେ- ‘ଆହୁରି ବଢ଼ିବ ଦରଦାମ୍’

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଲପିଜି ଗ୍ୟାସ୍ ସିଲିଣ୍ଡର ଓ ପେଟ୍ରୋଲ, ଡିଜେଲ ଦରଦାମ୍ ବୃଦ୍ଧି ନେଇ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ରାଜ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ପେଟ୍ରୋଲିୟମ ସାମଗ୍ରୀକୁ…