ପଦୋନ୍ନତି ପାଇଥିବା ପ୍ରଧାନଶିକ୍ଷକଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ ତାଗିଦ୍, ନଚେତ୍…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପଦୋନ୍ନତି ପାଇଥିବା ପ୍ରଧାନଶିକ୍ଷକଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ ତାଗିଦ୍ କରିଛି ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ । ଅକ୍ଟୋବର ୮ ତାରିଖ ସୁଦ୍ଧା କାର୍ଯ୍ୟରେ ଯୋଗ ଦେବାକୁ ମାଧ୍ୟମିକ…

ବଡ଼ ଖବର: ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଗିରଫ

ସୀତାପୁର: ଉତ୍ତରପ୍ରଦେଶ ଲଖୀମପୁର ଖେରିରେ ହୋଇଥିବା ହିଂସାକାଣ୍ଡର ପୀଡିତାଙ୍କୁ ଦେଖାକରିବାକୁ ପହଞ୍ଚିଥିବା କଂଗ୍ରେସ ସାଧାରଣ ସମ୍ପାଦିକ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଅଟକ ନୁହେଁ, ବରଂ ଗିରଫ କରାଯାଇଛି ।…

ଏଣିକି ବିଜୁଳି ପାଇଁ ଲାଗିବ ପ୍ରିପେଡ୍ ସ୍ମାର୍ଟ ମିଟର, ବାଚସ୍ପତିଙ୍କ ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଧାନସଭା ଶକ୍ତି ବିଭାଗ ଷ୍ଟାଣ୍ଡିଂ କମିଟି ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଗ୍ରାହକ ଚାହିଁଲେ ପ୍ରିପେଡ ସ୍ମାର୍ଟ ମିଟର ଲଗାଇପାରିବେ । ବୈଠକରେ ଏପରି ନିଷ୍ପତ୍ତି…

ସମସ୍ତ ମୁକୁଳା ଡ୍ରେନରେ ପଡ଼ିବ କି ସ୍ଲାବ୍? ବୈଠକରେ ନିଆଗଲା ଏହି ନିଷ୍ପତ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱର ସମେତ ସମସ୍ତ ସହରାଞ୍ଚଳର ମୁକୁଳା ଡ୍ରେନରେ ପଡ଼ିବ ସ୍ଲାବ । ଏନେଇ ବିଧାନସଭା ଷ୍ଟାଣ୍ଡିଂ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକରେ ନିଷ୍ପତ୍ତି ନିଆଯାଇଛି । ମୁକୁଳା ଡ୍ରେନରେ ସ୍ଲାବ…

ପିପିଲି ବିଧାୟକ ଭାବେ ଶପଥ ନେଲେ ରୁଦ୍ର ମହାରଥୀ

ଭୁବନେଶ୍ୱର (ଓଡ଼ିଶା ଭାସ୍କର) : ପିପିଲି ଉପ-ନିର୍ବାଚନରେ ବିପୁଳ ମାତ୍ରାରେ ବିଜୟୀ ହେବା ପରେ ଆଜି ବିଧାୟକ ଭାବେ ଶପଥ ଗ୍ରହଣ କରିଛନ୍ତି ରୁଦ୍ର ମହାରଥୀ । ବିଧାନସଭାରେ ରୁଦ୍ରଙ୍କୁ ଶପଥପାଠ କରାଇଛନ୍ତି ବାଚସ୍ପତି…

ଏଣିକି ଫାଣ୍ଡି ଦାୟିତ୍ୱରେ ରହିବେ SI, ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର (ଓଡ଼ିଶା ଭାସ୍କର) : ରାଜ୍ୟରେ ୨୧୬ଟି ପୋଲିସ ଫାଣ୍ଡି ଦାୟିତ୍ୱରେ ରହିବେ ସବ୍ ଇନ୍ସପେକ୍ଟର । ଏ ସମ୍ପର୍କୀୟ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବରୁ ସହକାରୀ ସବ୍…

ଆଉ ୪ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ଅଣ୍ଟା ଭିଡିଛନ୍ତି ଓଡ଼ିଶା ସରକାର । ଏହାରି ମଧ୍ୟରେ ଆଉ ୪ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଦିଆଯାଇଛି ବାଧ୍ୟତାମୂଳକ ଅବସର । ଦୁର୍ନୀତିଗ୍ରସ୍ତ ଓ…

ରାଜ୍ୟରେ ଟିକାଦାନ ପାଇଁ ହେଲା ସ୍ୱତନ୍ତ୍ର ବ୍ୟବସ୍ଥା, ଜାଣନ୍ତୁ କିପରି ନେବେ ଏହାର ଫାଇଦା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ମୁକାବିଲା ପାଇଁ ଟିକାକରଣକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଏହାରି ମଧ୍ୟରେ ଟିକାଦାନ କେନ୍ଦ୍ର ଯାଇ ଟିକା ନେବାକୁ ଅକ୍ଷମ ବ୍ୟକ୍ତିଙ୍କ ପାଇଁ ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା ।…

ପାଠକ ଦୁର୍ନୀତି ମାମଲା; ଇଡିରେ ହାଜର ହେଲେ ଅଭୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇଥିବା କୋଟିପତି ଆଇଏଫଏସ ଅଭୟକାନ୍ତ ପାଠକଙ୍କୁ ମିଳିଥିଲା ସର୍ତ୍ତମୂଳକ ଜାମିନ୍ । ଏହାରି ମଧ୍ୟରେ ଆଜି ଅଭୟ ପାଠକ ପ୍ରବର୍ତ୍ତନ…

ଲଖୀମପୁର ହିଂସା: ଆସିଲା ମୃତ କୃଷକଙ୍କ ପୋଷ୍ଟମର୍ଟମ ରିପୋର୍ଟ

ଲଖୀମପୁର: ଉତ୍ତରପ୍ରଦେଶ ଲଖୀମପୁର ଖେରିରେ ହୋଇଥିବା ହିଂସାକୁ ନେଇ ଏବେ ତେଜିଛି ରାଜନୀତି । ଏହାରି ମଧ୍ୟରେ ହିଂସାରେ ମୃତ କୃଷକଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି । ଗୁଳିରେ କୌଣସି କୃଷକଙ୍କ ମୃତ୍ୟୁ ହୋଇନଥିବା…