୨୪ ଘଣ୍ଟା ମଧ୍ୟରେ ୨୨,୭୯୯ ପଜିଟିଭ୍; ୧୮୦ ମୃତ

ନୂଆଦିଲ୍ଲୀ: କରୋନା ମହାମାରୀର ମୁକାବିଲା ପାଇଁ ଟିକାକରଣକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଦେଶରେ କରୋନା ସଂକ୍ରମଣ କେତେବେଳେ ବଢ଼ୁଛି ତ କେତେବେଳେ କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୦ ହଜାର ୭୯୯ ଜଣ ନୂଆ କରୋନା ଆକ୍ରାନ୍ତ…

ଡ୍ରଗ୍ସ ମାମଲାରେ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କୁ ଆଶ୍ୱସ୍ତି: ଏନସିବି ମାଗିବନାହିଁ ଆଉ ରିମାଣ୍ଡ, ମିଳିବ କି ଜାମିନ୍?

ମୁମ୍ବାଇ: ମୁମ୍ବାଇରୁ ଗୋଆ ଯାଉଥିବା କ୍ରୁଜରୁ ମିଳିଥିବା ଡ୍ରଗ୍ସ ମାମଲାରେ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ମିଳିଛି ଆଶ୍ୱସ୍ତି । ଆର୍ଯ୍ୟନଙ୍କୁ ପୁଣି ରିମାଣ୍ଡରେ ନେବାକୁ ମନା କରିଛି ନାର୍କୋଟିକ୍ସ…

ଚାକିରି ନାଁରେ ଲକ୍ଷାଧିକ ଟଙ୍କା ଠକେଇ, ୫ ଅଟକ

ଭବାନୀପାଟଣା(ଓଡ଼ିଶା ଭାସ୍କର): ରାଜ୍ୟରେ ଦୁର୍ନୀତି, ଠକେଇ ଭଳି ଅପରାଧମାନ ବଢ଼ିବାରେ ଲାଗିଛି । ଚାକିରିଟିଏ ଦେବା ନାଁରେ ଲୋକମାନେ ଲୁଟିବାରେ ଲାଗିଛନ୍ତି । ଏହାରି ମଧ୍ୟରେ ଚାକିରି ନାଁରେ ଲକ୍ଷାଧିକ ଟଙ୍କା ଠକେଇ…

‘ପଦ ରହୁ କି ନରହୁ, ରାହୁଲ-ପ୍ରିୟଙ୍କାଙ୍କ ସହ ସବୁଦିନ ରହିବି: ସିଦ୍ଧୁ

ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବା ନବଜୋତ ସିଂ ସିଦ୍ଧୁ ପୁଣି ଚର୍ଚ୍ଚାକୁ ଆସିଛନ୍ତି । ସେ ଟ୍ୱିଟ୍ କରି କହିଛନ୍ତି ଯେ, ‘ମୁଁ ପଦରେ ରୁହେ କି ନ ରୁହେ, କିନ୍ତୁ ରାହୁଲ ଗାନ୍ଧୀ ଓ…

ପାର୍ବଣ ପାଇଁ ଗାଇଡଲାଇନ୍, ସପିଂ ମଲରେ ରହିବ ସ୍ୱତନ୍ତ୍ର ସ୍କ୍ୱାଡ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପାର୍ବଣ ଭିଡ଼ ଉପରେ ସ୍ୱତନ୍ତ୍ର ନଜର ରଖିବ ସ୍ୱାସ୍ଥ୍ୟ ବିଭାଗ । ଭିଡ଼ ବଢ଼ିଲେ ସଂକ୍ରମଣ ବଢ଼ିପାରେ, ସେଥିପାଇଁ ପୂର୍ବ ଗାଇଡଲାଇନକୁ କଡ଼ାକଡ଼ି ପାଳନ କରିବାକୁ ଗୃହ ବିଭାଗ ନିର୍ଦ୍ଦେଶ ଦେଇଛି ।…

ମହିଳା ଇଞ୍ଜିନିୟରଙ୍କ ମୁଣ୍ଡ ଫଟାଇ ଲହୁଲୁହାଣ କଲେ କନଷ୍ଟେବଳ

ରାଉରକେଲା(ଓଡ଼ିଶା ଭାସ୍କର): ଆରପିଏଫ୍ କନଷ୍ଟେବଳଙ୍କ ମାଡ଼ରେ ଲହୁଲୁହାଣ ହୋଇଛନ୍ତି ଜଣେ ମହିଳା ଇଞ୍ଜିନିୟର । ଆୟତ ଇଞ୍ଜିନିୟର ଜଣଙ୍କର ନାଁ ଅନିତା ରାଜ ହୋଇଥିବା ବେଳେ ସେ ଏନେଇ ରାଉରକେଲା ଜିଆରପି ଥାନାରେ ଏତଲା…

କିପରି ହେବ ପିପିଲି ଉପନିର୍ବାଚନର ଭୋଟ ଗଣତି? ଜାଣନ୍ତୁ ସିଇଓଙ୍କ ଉତ୍ତର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁରୀ ପିପିଲି ବିଧାନସଭା ଆସନ ପାଇଁ ମତଦାନ ସରିଛି । ଏହି ଉପନିର୍ବାଚନର ଭୋଟ୍ ଗଣତି ଆସନ୍ତାକାଲିଠାରୁ ଆରମ୍ଭ ହେବ । ଭୋଟ ଗଣତି ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର…

ବିଗୁଡୁଥିବା କାମକୁ ଠିକ୍ କରିବା ପାଇଁ ଶନିବାର ଦିନ କରନ୍ତୁ ଏହି କାମ, ବର୍ଷିବ ଶନିଦେବଙ୍କ କୃପା

ଶନିବାର ଦିନକୁ ନ୍ୟାୟର ଦେବତା କୁହାଯାଉଥିବା ଶନିଦେବଙ୍କୁ ସମର୍ପିତ କରାଯାଏ । ଶନିବାର ଦିନ ଭଗବାନ ଶନିଦେବଙ୍କ ପୂଜା କରାଯାଇଥାଏ । ଏହି ଦିନ ଶନିଦେବଙ୍କ କୃପା ପାଇବା ପାଇଁ ପୂଜା, ଉପବାସ ଓ ଦାନ କରିବା ଦ୍ୱାରା…

ସାଢ଼େ ୪ କୋଟି ଲୋକ ବିଜେଡ଼ି ସହ ରହିବେ: ସଞ୍ଜୟ ଦାସବର୍ମା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗାମୀ ପଞ୍ଚାୟତ ନିର୍ବାଚନ ନେଇ ଆଜିଠାରୁ ରାଜନୀତି ସରଗରମ ହୋଇଛି । ଅନେକ ସ୍ଥାନରେ ଦଳ ଅଦଳବଦଳ ନୀତି ମଧ୍ୟ ଦେଖିବାକୁ ମିଳୁଛି । ଏହାରି ମଧ୍ୟରେ ପଞ୍ଚାୟତ ନିର୍ବାଚନ ନେଇ ପ୍ରତିକ୍ରିୟା…

ସରପ୍ରାଇଜ୍ ଦେବାକୁ ଦୂର ଦେଶରୁ ଧାଇଁଆସିଲା ପ୍ରେମିକା, ୩ ଯୁବତୀଙ୍କ ସହ ଏପରି ଅବସ୍ଥାରେ ମିଳିଲା ପ୍ରେମିକ

ପ୍ରେମରେ ଲୋକମାନେ ନିଜ ସାଥୀଙ୍କ ସହ ଅଧିକରୁ ଅଧିକ ସମୟ ବିତାଇବାକୁ ଚାହାଁନ୍ତି । କିନ୍ତୁ ଦୂରରେ ରହୁଥିବା ପ୍ରେମୀଯୁଗଳଙ୍କ ସମ୍ପର୍କ ସମ୍ଭାଳିବା କଷ୍ଟକର ହୋଇଥାଏ । ଦୂରରେ ରହୁଥିବା ପ୍ରେମୀଙ୍କ ମଧ୍ୟରେ ବୁଝାମଣା…