ଏହି ରାଜ୍ୟରେ ବନ୍ଦ ହୋଇପାରେ ମାଗଣା ରାସନ ଯୋଜନା:୧୫ କୋଟି ଲୋକଙ୍କୁ ଲାଗିବ ଝଟକା
ନୂଆଦିଲ୍ଲୀ: ମାଗଣା ରାସନ ଯୋଜନା ସମ୍ବନ୍ଧରେ ୟୁପିର ୧୫ କୋଟି ଲୋକଙ୍କୁ ଲାଗିପାରେ ବଡ଼ ଝଟକା । କରୋନା ଅବଧି ସମୟରେ ଆରମ୍ଭ ହୋଇଥିବା ମାଗଣା ରାସନ ଯୋଜନା ସେଠାରେ ବର୍ତ୍ତମାନ ବନ୍ଦ ହୋଇପାରେ । ମାର୍ଚ୍ଚ ପର୍ଯ୍ୟନ୍ତ…