ଦ୍ୱିତୀୟ ଦିନରେ ଚାଲିଛି ଭୋଟ ଗଣତି: ଜାଣନ୍ତୁ ବର୍ତ୍ତମାନ ସୁଦ୍ଧା କିଏ ବିଜୟୀ ଓ କିଏ ଆଗୁଆ?
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପଞ୍ଚାୟନ ନିର୍ବାଚନ ଭୋଟ ଗଣତି ଦ୍ୱିତୀୟ ଦିନରେ ପହଞ୍ଚିଛି । ଏହାରି ମଧ୍ୟରେ ୨୯୫ ଆସନର ଫାଇନାଲ ରେଜଲ୍ଟ ଆସିସାରିଛି । ୨୬୩ଟି ଆସନରେ ବିଜେଡି ବିଜୟୀ ହୋଇଛୀ । ଏହା ସହ ୧୪ଟି ଆସନ…