ଭୁବନେଶ୍ୱର ସବକଲେକ୍ଟର, ତହସିଲ ଅଫିସ ବନ୍ଦ; ଜାଣନ୍ତୁ କାହିଁକି

ଭୁବନେଶ୍ୱର,(ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱର ସବକଲେକ୍ଟର ଅଫିସ ଓ ତହସିଲ ଅଫିସ ୫ ଦିନ ପାଇଁ ବନ୍ଦ କରାଯାଇଛି । ଆଜିଠାରୁ ୨୧ ତାରିଖ ପର୍ଯ୍ୟନ୍ତ ଉଭୟ ଅଫିସ ବନ୍ଦ ରହିବ । ଉଭୟ ଅଫିସର ୫ ଜଣ କରୋନା ପଜିଟିଭ୍…

୭୧ ବର୍ଷରେ ପାଦ ଥାପିଲେ ପ୍ରଧାନମନ୍ତ୍ରୀ, ରାହୁଲ କହିଲେ-‘ହାପି ବାର୍ଥ ଡେ, ମୋଦୀଜୀ’

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୧ତମ ଜନ୍ମଦିନ ପାଳନ କରୁଛି ଦେଶ ।ଏହି ଅବସରରେ ଅନେକ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ୧୯୫୦ ମସିହା ସେପ୍ଟେମ୍ବର ୧୭ ତାରିଖରେ ନରେନ୍ଦ୍ର ଦାମୋଦର ମୋଦୀଙ୍କ ଜନ୍ମ…

ବିହାର ସମେତ ୪ ରାଜ୍ୟରେ ଭାଇରାଲ ଜ୍ୱର ଓ ଡେଙ୍ଗୁର ଆତଙ୍କ, ବର୍ତ୍ତମାନ ସୁଦ୍ଧା ୧୦୦ ମୃତ

ପାଟଣା: କରୋନା ସାଙ୍ଗକୁ ଏବେ ଅନେକ ରାଜ୍ୟରେ ଭାଇରାଲ ଜ୍ୱର ଓ ଡେଙ୍ଗୁର ଆତଙ୍କ ବଢ଼ିବାରେ ଲାଗିଛି । ଶତାଧିକ ଲୋକେ ମେଡିକାଲରେ ଭର୍ତ୍ତି ହେଉଥିବା ବେଳେ ପ୍ରତିଦିନ ମୃତ୍ୟୁସଂଖ୍ୟା ବି ବଢ଼ୁଛି । ରିପୋର୍ଟ ଅନୁସାରେ ବିହାର…

ଓଡ଼ିଶାରୁୁ ବାହାରିଲେ ୬୨୮ ପଜିଟିଭ, ପୁଣି ୯୬ ଶିଶୁ ସଂକ୍ରମିତ

ଭୁବନେଶ୍ୱର,(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଜାରି ରହିଛି । ପୂର୍ବ ଅପେକ୍ଷା ରାଜ୍ୟରେ ସଂକ୍ରମଣ ହ୍ରାସ ପାଇଥିଲେ ହେଁ କରୋନାର ଭୟାବହତା ଏ ପର୍ଯ୍ୟନ୍ତ ଦୂର ହୋଇନାହିଁ । ତୃତୀୟ ଲହର ଆସିସାରିଛି ବୋଲି କିଛି…

ଅନ୍ୟ ଧର୍ମରେ ବାହାହେଲେ ବୈବାହିକ ଜୀବନରେ ହସ୍ତକ୍ଷେପ କରିପାରିବେନି ପରିବାର ସଦସ୍ୟ : ହାଇକୋର୍ଟ

ଆହ୍ଲାବାଦ: ଅନ୍ୟ ଧର୍ମରେ ବାହାହେଉଥିବା ଯୁବକମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ଆହ୍ଲାବାଦ ହାଇକୋର୍ଟ । ଏକ ଆବେଦନର ଶୁଣାଣି ପରେ ହାଇକୋର୍ଟ କହିଛନ୍ତି ଯେ, ୨ଟି ଅଲଗା ଅଲଗା ଧର୍ମରେ ଯଦି…

ଫ୍ଲାଇଟରେ ଯାତ୍ରୀଙ୍କ ସାମ୍ନାରେ ହିଁ ଅଶ୍ଲୀଳ କାର୍ଯ୍ୟ କଲେ ଦମ୍ପତ୍ତି, ଯାହାର ଭିଡିଓ ଦେଖି ଲୋକେ…

ନୂଆଦିଲ୍ଲୀ: ଟ୍ରେନ୍ ଯାତ୍ରା ହେଉ ବା ଫ୍ଲାଇଟରେ ଯିବା ସମୟରେ, କେହି ରୋମାନ୍ସ କରୁଥିବାର ଦେଖି ଲୋକଙ୍କ ପ୍ରତିକ୍ରିୟା କିପରି ରହିଥାଏ? ସେହିପରି ଏକ ଘଟଣା ସାମ୍ନାକୁ ଆସିଛି, ଯେଉଁଠି ଏକ ବିମାନ ଯାତ୍ରା ସମୟରେ ଜଣେ…

ଲଜ୍ଜା: ପ୍ରଥମେ ୬୦ ବର୍ଷୀୟା ମହିଳାଙ୍କୁ ହତ୍ୟା, ପରେ ଶବ ସହିତ ଦୁଷ୍କର୍ମ କଲା ଯୁବକ

ହନୁମାନଗଡ଼: ନିଶାରେ ଲୋକମାନେ ନିଜର ହିତାହିତ ଜ୍ଞାନ ହରାଇବସନ୍ତି । ଏପରି କିଛି ଲଜ୍ଜାଜନକ ଘଟଣା ରାଜସ୍ଥାନ ହନୁମାନଗଡ଼ ଜିଲ୍ଲାରୁ ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ଯୁବକ ଏକ ବୟସ୍କ ମହିଳାଙ୍କ ସହିତ ଜବରଦସ୍ତି…

ହୀରାକୁଦରେ ଯେତିକି ଜଳ ପଶୁଛି, ସେତିକି ବାହାରୁଛି

ଜଳେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଅନ୍ୟପଟେ ହୀରାକୁଦ ଡ୍ୟାମକୁ ଯେତିକି ପାଣି ପ୍ରବେଶ କରୁଛି ସେତିକି ନିଷ୍କାସିତ ହେଉଛି । ଜଳ ଭଣ୍ଡାରକୁ ୪,୮୭,୨୦୩…

ଅର୍ଥମନ୍ତ୍ରୀଙ୍କ ଘୋଷଣା: ‘Bad Bank’ ପାଇଁ ୩୦,୬୦୦ କୋଟି ଟଙ୍କାର ଗ୍ୟାରେଣ୍ଟି ମଞ୍ଜୁର କଲେ ସରକାର

ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ବହୁ ପ୍ରତୀକ୍ଷିତ ‘Bad Bank’ ଗଠନ ପାଇଁ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ସରକାର (NARCL) ବା ବ୍ୟାଡ ବ୍ୟାଙ୍କ ପକ୍ଷରୁ ବ୍ୟାଙ୍କଗୁଡିକୁ ଜାରି…

ମୂଳା ପତ୍ର ଖାଇବା ଦ୍ୱାରା ଶରୀରକୁ ମିଳିଥାଏ ଏହି ଲାଭ, ଜାଣନ୍ତୁ

ସ୍ୱାସ୍ଥ୍ୟ ପାଇଁ ମୂଳା ଅତ୍ୟନ୍ତ ଲାଭଦାୟକ । ଏହା ଶୀତ ଋତୁ ଆରମ୍ଭ ହେବାକୁ ଯାଉଥିବା ବେଳେ ଆପଣ ଏହାକୁ ନିଶ୍ଚିତ ସେବନ କରନ୍ତୁ । ମୂଳାକୁ ରୋଷେଇରେ ଓ ସାଲାଡରେ ବ୍ୟବହାର କରାଯାଏ । କିନ୍ତୁ ଆପଣ ଜାଣନ୍ତି କି, ଏହାର…