Breaking News ମାଓ ଆକ୍ରମଣ: CRPF ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସହିଦ Sushreejyoti Routray Feb 12, 2022 ବିଜାପୁର: ଛତିଶଗଡ଼ରେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଆଜି ହୋଇଛି ଗୁଳି ବିନିମୟ । ବିଜାପୁର ବାସାଗୁଡ଼ାରେ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ଏହି ଗୁଳି ବିନିମୟ ହୋଇଥିବା ଜଣାପଡିଛି । ଏଥିରେ ସିଆରପିଏଫର…
Featured ଧର୍ମଶାଳାର ପୂର୍ବତନ ବିଧାୟକ କାଙ୍ଗାଳି ଚରଣ ପଣ୍ଡାଙ୍କ ପରଲୋକ Sushreejyoti Routray Feb 12, 2022 ଯାଜପୁର(ଓଡ଼ିଶା ଭାସ୍କର): ପରଲୋକରେ ଧର୍ମଶାଳାର ପୂର୍ବତନ ବିଧାୟକ କାଙ୍ଗାଳି ଚରଣ ପଣ୍ଡା । ଭୁବନେଶ୍ୱର ସ୍ଥିତ ବାସଭବନରେ ଗତକାଲି ରାତିରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ…
Breaking News ବିଧାୟିକା ପ୍ରମିଳା ମଲ୍ଲିକଙ୍କୁ କାରଣ ଦର୍ଶାଅ ନୋଟିସ୍, ଜାଣନ୍ତୁ କାହିଁକି Sushreejyoti Routray Feb 11, 2022 ଯାଜପୁର(ଓଡ଼ିଶା ଭାସ୍କର): ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି । ପ୍ରମିଳା ମଲ୍ଲିକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ଯାଜପୁର ଜିଲ୍ଲାପାଳ । ରାଜ୍ୟ ନିର୍ବାଚନ…
Breaking News ନିର୍ବାଚନରେ ବ୍ୟବହାର ହେବ ଡ୍ରୋନ୍: ଡିଜିପି Sushreejyoti Routray Feb 11, 2022 ମାଲକାନଗିରି(ଓଡ଼ିଶା ଭାସ୍କର): ଦାୟିତ୍ୱ ଗ୍ରହଣ ପରେ ପ୍ରଥମକରି ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳ ଗସ୍ତ କରିଛନ୍ତି ପୋଲିସ ଡିଜି ସୁନୀଲ କୁମାର ବଂଶଲ । ଦୀର୍ଘ ବର୍ଷ ପରେ ସ୍ବାଭିମାନ ଅଞ୍ଚଳରେ ନିର୍ବାଚନ ହେବାକୁ…
Breaking News ଲାଞ୍ଚ ନେବା ବେଳେ ଧରାପଡିଲେ ବିଇଓ Sushreejyoti Routray Feb 11, 2022 ପାରଳାଖେମୁଣ୍ଡି(ଓଡ଼ିଶା ଭାସ୍କର): ୩୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଛନ୍ତି ବିଇଓ । ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ଶିକ୍ଷା ଅଧିକାରୀ ବ୍ରଜ କୁମାର ନାୟକଙ୍କୁ ଧରିଛି ଭିଜିଲାନ୍ସ । ଜଣେ ଶିକ୍ଷକଙ୍କ ଏରିଅର ବିଲ୍…
Breaking News ସୁନ୍ଦରଗଡ଼ ADMଙ୍କ ଘରୁ ବାହାରିଲା ପୁଳା ପୁଳା ଟଙ୍କା, ଦେଖନ୍ତୁ VIDEO Sushreejyoti Routray Feb 11, 2022 ସୁନ୍ଦରଗଡ଼(ଓଡ଼ିଶା ଭାସ୍କର): ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ୍ ମହାପାତ୍ରଙ୍କ ଘରେ ଆଜି ରେଡ୍ ହୋଇଛି । ବର୍ତ୍ତମାନ ସୁଦ୍ଧା ନଗଦ ୩ ଲକ୍ଷ ଟଙ୍କା ଜବତ କରାଯାଇଛି । ଭୁବନେଶ୍ୱର ସ୍ଥିତ ନହରକଣ୍ଟାରେ ୮୯ ଲକ୍ଷର…
Breaking News ପୌର ନିର୍ବାଚନରେ ରହିବ ‘NOTA’ ବ୍ୟବସ୍ଥା Sushreejyoti Routray Feb 11, 2022 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରସୋରରେ ଆରମ୍ଭ ହୋଇଛି । ଏଥର ପୌର ନିର୍ବାଚନରେ ଭୋଟରଙ୍କ ପାଇଁ ରହିବ ‘NOTA’ ବ୍ୟବସ୍ଥା । ପ୍ରଥମଥର ପାଇଁ ପୌର ଭୋଟରେ ଲାଗୁ ହେବାକୁ ଯାଉଛି…
Breaking News ସାରାଦେଶରେ Airtel ସେବା ଠପ୍, ଚିନ୍ତାରେ ବ୍ରଡବ୍ୟାଣ୍ଡ ଓ ମୋବାଇଲା ଗ୍ରାହକ Sushreejyoti Routray Feb 11, 2022 ନୂଆଦିଲ୍ଲୀ: ସମଗ୍ର ଦେଶରେ ଏୟାରଟେଲ ଗ୍ରାହକମାନେ ସମସ୍ୟାର ସାମ୍ନା କରୁଛନ୍ତି । ଅର୍ଥାତ୍ ଏୟାରଟେଲ କମ୍ପାନୀର ସେବା ବ୍ୟବହାର କରୁଥିବା ଗ୍ରାହକମାନେ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଭାରତ ସବୁଠାରୁ ବଡ ଟେଲିକମ୍…
Breaking News ୪ ବର୍ଷର ଝିଅକୁ ରେପ୍ ପରେ ହତ୍ୟା: ୧୫ ଘଣ୍ଟାରେ ଗିରଫ, ୫ ମାସରେ ଅପରାଧୀକୁ ଫାଶୀଦଣ୍ଡ Sushreejyoti Routray Feb 11, 2022 ଜୟପୁର: ସାଢ଼େ ୪ ବର୍ଷର ନାବାଳିକାକୁ ଅପହରଣ କରି ବଳାକ୍ରାର ପରେ ନିର୍ମମ ହତ୍ୟା । ଏହି ମାମଲାରେ ୨୫ ବର୍ଷୀୟ ଅପରାଧକୁ ଫାଶୀଦଣ୍ଡ ଶୁଣାଇଛନ୍ତି ଜୟପୁରର ଏକ ସ୍ୱତନ୍ତ୍ର କୋର୍ଟ । ଓକିଲଙ୍କ କହିବା ମୁତାବକ, ଜୟପୁର…
Breaking News ହିଜାବ ମାମଲା: ଶୁଣାଣି ପାଇଁ ମନା କଲେ ସୁପ୍ରିମକୋର୍ଟ Sushreejyoti Routray Feb 11, 2022 ନୂଆଦିଲ୍ଲୀ: ହିଜାବ ମାମଲାରେ ହସ୍ତକ୍ଷେପ କରିବାକୁ ମନା କରିଛନ୍ତି ସୁପ୍ରିମକୋର୍ଟ । କର୍ଣ୍ଣାଟକ ହାଇକୋର୍ଟଙ୍କ ରାୟ ବିରୋଧରେ ହୋଇଥିଲା ଆବେଦନ । ତୁରନ୍ତ ଶୁଣାଣି ଦାବି କରି ସୁପ୍ରିମକୋର୍ଟରେ ମାମଲା ହୋଇଥିଲା । ସଠିକ୍…