Breaking News ଭୁବନେଶ୍ୱର ୪ ନମ୍ବର ମାଛ ମାର୍କେଟ ସିଲ୍ Sushreejyoti Routray Aug 8, 2021 ଭୁବନେଶ୍ୱର, (ଓଡିଶା ଭାସ୍କର): କରୋନା କାଳରେ ସମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି ଏବେବି କଟକଣା ଜାରି ରଖିଛି ପ୍ରଶାସନ । କିନ୍ତୁ କିଛି ଲୋକଙ୍କ ଅମାନିଆ ମନୋବୃତ୍ତି ଯୋଗୁଁ କରୋନା ପୁଣି କଡ଼ ଲେଉଟିବାର ସମ୍ଭାବନା…
Breaking News ରାଜ୍ୟରୁ ପୁଣି ୬୯ ଆକ୍ରାନ୍ତଙ୍କ ଜୀବନ ନେଲା କରୋନା Sushreejyoti Routray Aug 8, 2021 ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ମୃତ୍ୟୁକୁ ନେଇ ପ୍ରଶାସନ ଓ ଜନସାଧାରଣ ଆଶଙ୍କା ମଧ୍ୟରେ ରହିଛନ୍ତି । ଗତ କିଛି ଦିନ ହେଲା କରୋନା ମୃତ୍ୟୁସଂଖ୍ୟା ୬୦ ତଳକୁ ଖସିବାର ନାଁ ଧରୁନାହିଁ । ମୃତ୍ୟୁ କ୍ଷେତ୍ରରେ…
Breaking News ଭିଜିଲାନ୍ସ ଜାଲରେ ନୂଆପଡ଼ା ମୁଖ୍ୟ ପ୍ରାଣୀଧନ ଚିକିତ୍ସାଧିକାରୀ Sushreejyoti Routray Aug 8, 2021 ନୂଆପଡ଼ା(ଓଡ଼ିଶା ଭାସ୍କର): ରାଜ୍ୟରେ ଦୁର୍ନୀତି ବଢ଼ିବାରେ ଲାଗିଛି । ଏହାରେ ମଧ୍ୟରେ ଭିଜିଲାନ୍ସ ଜାଲରେ ଫସିଛନ୍ତି ନୂଆପଡ଼ା ମୁଖ୍ୟ ପ୍ରାଣୀଧନ ଚିକିତ୍ସାଧୀକାରୀ । ନୂଆପଡ଼ା ସିଡିଭିଓ ତ୍ରିଲୋଚନ ଧଳଙ୍କ ଘରେ ଆଜି ଚଢ଼ାଉ…
Breaking News ଗୋଲ୍ଡ ଜିତିବା ପରେ ନୀରଜଙ୍କ ଉପରେ ଟଙ୍କାବର୍ଷା, ଜାଣନ୍ତୁ କିଏ ଦେଲେ କେତେ ଟଙ୍କା Sushreejyoti Routray Aug 8, 2021 ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ସଫଳତାର ପତାକା ଉତ୍ତୋଳନ କରିଥିବା ନୀରଜ ଚୋପ୍ରା ସମଗ୍ର ଦେଶକୁ ଖୁସି କରିଛନ୍ତି । ସଫଳତା ତାଙ୍କୁ ମିଳିଛି ସତ, କିନ୍ତୁ ସମଗ୍ର ଦେଶ ଓ ସରକାର ଏହାକୁ ପାଳନ କରୁଛନ୍ତି । ପିରଜଙ୍କୁ…
Breaking News କାଠଯୋଡିରୁ ଆଉ ଜଣଙ୍କର ମୃତଦେହ ଉଦ୍ଧାର Sushreejyoti Routray Aug 8, 2021 କଟକ(ଓଡ଼ିଶା ଭାସ୍କର): କାଠଯୋଡ଼ି ନଦୀରେ ଭାସି ନିଖୋଜଙ୍କ ମଧ୍ୟରୁ ଆଉ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି । ବାରଙ୍ଗ ଥାନା ମୁଣ୍ଡମୁହାଣ ବାଲିଘାଟରୁ ସ୍ଥାନୀୟ ଲୋକଙ୍କ ଦ୍ୱାରା ମୃତଦେହ ଉଦ୍ଧାର ହୋଇଛି । ତେବେ ଗତକାଲି…
Breaking News ଥଣ୍ଡା କ୍ଷୀର ପିଇବା ଦ୍ୱାରା ଶରୀରକୁ ମିଳିଥାଏ ପ୍ରଚୁର ଶକ୍ତି Sushreejyoti Routray Aug 8, 2021 ସମସ୍ତେ କ୍ଷୀର ପିଇବାକୁ ପସନ୍ଦ କରନ୍ତି ନାହିଁ, କିନ୍ତୁ ଏହାର ଲାଭ ଶୁଣିବା ପରେ ସମସ୍ତେ ଏହାକୁ ଔଷଧ ଭାବରେ ପିଇପାରିବେ । କ୍ଷୀରକୁ ଗରମ କିମ୍ବା ଥଣ୍ଡା ଭାବରେ ପିଇବାକୁ ଲୋକମାନେ ପସନ୍ଦ କରିଥାନ୍ତି । ଏଥିରେ ଅନେକ…
Breaking News ରେଳଯାତ୍ରୀଙ୍କ ପାଇଁ ଝଟକା! ଏବେ ଟ୍ରେନରେ ମିଳିବ ନାହିଁ ଏହି ବଡ଼ ସୁବିଧା Sushreejyoti Routray Aug 7, 2021 ନୂଆଦିଲ୍ଲୀ: ରେଳ ଯାତ୍ରୀଙ୍କ ପାଇଁ ଆସିଛି ଏକ ଗୁରୁତ୍ୱପୂର୍ଣ୍ଣ ଖବର । ଏଣିକି ଟ୍ରେନ୍ ଯାତ୍ରା ସମୟରେ ଆପଣଙ୍କୁ ମିଳିବ ନାହିଁ ଏକ ବଡ଼ ସୁବିଧା । ତେବେ ଭାରତ ସରକାର ଯାତ୍ରୀମାନଙ୍କ ସୁବିଧା ପାଇଁ ଟ୍ରେନ୍ ଏବଂ ରେଳ…
Breaking News କରୋନା ଲଢ଼େଇରେ ଭାରତକୁ ମିଳିଲା ଆଉ ଏକ ଅସ୍ତ୍ର: ଜନସନ୍ ଟିକାକୁ ଅନୁମତି, ସିଙ୍ଗଲ ଡୋଜ୍ ବି କରିବ କମାଲ୍ Sushreejyoti Routray Aug 7, 2021 ନୂଆଦିଲ୍ଲୀ: କରୋନା ବିରୋଧରେ ଲଢେଇରେ ଭାରତକୁ ଆଉ ଏକ ବଡ଼ ଅସ୍ତ୍ର ମିଳିଛି । କୋଭାକ୍ସିନ୍ ଏବଂ କୋଭିଶିଲ୍ଡ ପରେ ଏବେ ଭାରତରେ ଆଉ ଏକ କରୋନା ଟିକା ବ୍ୟବହାରକୁ ମଞ୍ଜୁରୀ ମିଳିଛି । ତେବେ ଆମେରିକାର ଫାର୍ମା କମ୍ପାନୀ…
Breaking News ଅମିତାଭ ବଚ୍ଚନଙ୍କ ବଙ୍ଗଳା ସହ ୪ ଜାଗାରେ ବୋମା ରଖିଥିବା ଧମକ ଦେଇ ୨ ଗିରଫ, ପୋଲିସ ପ୍ରଶ୍ନରେ ଦେଲେ ଏପରି ଉତ୍ତର Sushreejyoti Routray Aug 7, 2021 ମୁମ୍ବାଇ: ବଲିଉଡ ଅଭିନେତା ଅମିତାଭ ବଚ୍ଚନଙ୍କ ବଙ୍ଗଳା ସମେତ ମୁମ୍ବାଇର ୩ଟି ପ୍ରମୁଖ ରେଳ ଷ୍ଟେସନରେ ବୋମାମାଡର ଧମକ ମିଳିବା ପରେ ପୋଲିସ ବିଭାଗରେ ହଇଚଇ ସୃଷ୍ଟି ହୋଇଥିଲା । ଏହି ମାମଲାରେ ପୋଲିସ ୨ ଜଣଙ୍କୁ ଗିରଫ…
Breaking News ମାଟ୍ରିକ ରେଜଲ୍ଟ ପରେ +୨ ନାମଲେଖା, ସିଟ୍ ବୃଦ୍ଧି ନେଇ ଏପରି କହିଲେ ଗଣଶିକ୍ଷା ମନ୍ତ୍ରୀ Sushreejyoti Routray Aug 7, 2021 ଭୁବନେଶ୍ୱର (ଓଡ଼ିଶା ଭାସ୍କର): ମାଟ୍ରିକର ଅଫଲାଇନ୍ ପରୀକ୍ଷା ପରେ ଏବେ +୨ ଆଡମିଶନକୁ ଅନାଇ ବସିଛନ୍ତି ଛାତ୍ରଛାତ୍ରୀ । ଏହାରି ମଧ୍ୟରେ +୨ ଆଡମିଶନକୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା…