Breaking News ପୂର୍ବତଟ ପକ୍ଷରୁ ୪ ଟ୍ରେନ୍ ବାତିଲ, ଜାଣନ୍ତୁ କେଉଁଟି Sushreejyoti Routray Sep 14, 2021 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନୁଗୁଳ-ତାଳଚେର ରୋଡ୍ ଖରାପ ପାଇଁ ପୂର୍ବତଟ ପକ୍ଷରୁ ୪ଟି ଟ୍ରେନ୍ ବାତିଲ ହୋଇଛି । ରାଉରକେଲା-ପୁରୀ ସ୍ପେଶାଲ ଟ୍ରେନ୍ ବାତିଲ ହେବା ସହିତ ରାଉରକେଲା-ଭୁବନେଶ୍ୱର ସ୍ପେଶାଲ, ପୁରୀ-ରାଉରକେଲା…
Breaking News ଆଜିଠୁ +୨ ନାମଲେଖା ଆରମ୍ଭ Sushreejyoti Routray Sep 14, 2021 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ +୨ ପାଇଁ ଆଜିଠାରୁ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି । ଆଡମିଶନ ସମୟରେ କୋଭିଡ ଗାଇଡଲାଇନ୍ ପାଳନ କରିବାକୁ କଲେଜଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି । ଅଫଲାଇନ୍ ବ୍ୟତୀତ…
Breaking News ଲଗାଣ ବର୍ଷାରେ ବାଲେଶ୍ୱର ବେହାଲ Sushreejyoti Routray Sep 14, 2021 ବାଲେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଯୋଗୁଁ ଲୋକେ ଅସ୍ତବ୍ୟସ୍ତ ହୋଇପଡିଛନ୍ତି । ରେକର୍ଡ ବର୍ଷାରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଜଳବନ୍ଦୀ ସମସ୍ୟା ଉପୁଜିଛି । ଏହାରି ମଧ୍ୟରେ ଲଗାଣ ବର୍ଷାରେ…
Breaking News ସବୁ ମନ୍ଦିରରେ ଉଚ୍ଚାରଣ ହେଉ ତାମିଲ ମନ୍ତ୍ର: ଜାଣନ୍ତୁ କାହିଁକି ଏପରି କହିଲେ କୋର୍ଟ Sushreejyoti Routray Sep 13, 2021 ଚେନ୍ନାଇ: ଦକ୍ଷିଣ ଭାରତ ସ୍ଥିତ ତାମିଲନାଡୁରେ ତାମିଲ ଭାଷାକୁ ଅଧିକ ଗୁରୁତ୍ୱ ଦିଆଯାଏ । ଏଭଳି ପରିସ୍ଥିତିରେ ତାମିଲକୁ ଈଶ୍ୱରଙ୍କ ଭାଷା କହିଛନ୍ତି ମାଡ୍ରାସ ହାଇକୋର୍ଟ । ମାଡ୍ରାସ ହାଇକୋର୍ଟଙ୍କ ମତରେ, ଦେଶର ସମସ୍ତ…
Breaking News ୧୧ ଟଙ୍କାର ଏହି ରିଚାର୍ଜ କରନ୍ତୁ ନାହିଁ, ହ୍ୟାକ୍ ହୋଇଯିବ ମୋବାଇଲ! Sushreejyoti Routray Sep 13, 2021 ନୂଆଦିଲ୍ଲୀ: ସାଇବର ଅପରାଧର ମାତ୍ରା ଏତେ ବଢ଼ିଯାଇଛି ଯେ, ପ୍ରତି ମିନିଟ୍ ସଜାଗ ରହିବାକୁ ପଡୁଛି । ଯଦି ଆପଣ ସାବଧାନ୍ ନ ରୁହନ୍ତି ତେବେ କୌଣସି ବି ଲୋକ ଆପଣଙ୍କୁ ଠକିଦେଇପାରେ । ସେହିପରି ଏକ ମାମଲା ମହାରାଷ୍ଟ୍ରର…
Breaking News ୧୭ରୁ ରାଜ୍ୟରେ ପୁଣି ବର୍ଷା, ବଙ୍ଗୋପସାଗରରେ ସୃଷ୍ଟି ହେବ ଆଉ ଏକ ଘୂର୍ଣ୍ଣିବଳୟ Sushreejyoti Routray Sep 13, 2021 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କାରଣରୁ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି । କାଲିଠାରୁ ବର୍ଷାର ପ୍ରଭାବ କମିବ ବୋଳି କୁହାଯାଉଥିବା ବେଳେ ୧୭ ତାରିଖଠାରୁ ରାଜ୍ୟରେ ପୁଣି ବର୍ଷା…
Breaking News ଲଗାଣ ବର୍ଷାକୁ ନେଇ କ’ଣ କହୁଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର, ଜାଣନ୍ତୁ Sushreejyoti Routray Sep 13, 2021 ଭୁବନେଶ୍ୱର,(ଓଡିଶା ଭାସ୍କର): ଆଗାମୀ ୨୪ ଘଣ୍ଟା ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ସନ୍ଧ୍ୟାରୁ ଉପକୂଳ ଓଡ଼ିଶାରେ…
Breaking News ପ୍ରକାଶ ପାଇଲା +୨ ପ୍ରଥମ କଟ୍ ଅଫ୍ ମାର୍କ Sushreejyoti Routray Sep 13, 2021 ଭୁବନେଶ୍ୱର,(ଓଡିଶା ଭାସ୍କର): ଛାତ୍ରଛାତ୍ରୀଙ୍କ ଅପେକ୍ଷାର ଅନ୍ତ ଘଟାଇ ଶେଷରେ ପ୍ରକାଶ ପାଇଛି +୨ ପ୍ରଥମ କଟ୍ ଅଫ୍ ମାର୍କ । www.samsodisha.gov.in ୱେବସାଇଟରେ ତାଲିକା ଉପଲବ୍ଧ ହୋଇଛି । +୨ ପାଇଁ ୪ ଲକ୍ଷ ୩୫ ହଜାର…
Breaking News ଦିବ୍ୟାଙ୍ଗଙ୍କ ପାଇଁ କୋର୍ଟ ରୁମରୁ ବାହାରି ଆସିଲେ ଜଜ୍, ପାର୍କିଂରେ କଲେ ଶୁଣାଣି Sushreejyoti Routray Sep 13, 2021 କୋର୍ବା : ଦିବ୍ୟାଙ୍ଗଙ୍କ ପାଇଁ କୋର୍ଟ ରୁମରୁ ବାହାରି ଆସିଲେ ଜଜ୍ । ଏଭଳି ଏକ ଘଟଣା ଛତିଶଗଡ଼ କୋର୍ବା ଜିଲ୍ଲା ଅଦାଲତରେ ଘଟିଛି । ଏକ ସଡ଼କ ଦୁର୍ଘଟଣା କାରଣରୁ ଦିବ୍ୟାଙ୍ଗରେ ପୀଡିତ ହୋଇଥିବା ୪୨ ବର୍ଷୀୟ ବ୍ୟକ୍ତିଙ୍କୁ…
Breaking News ଓଡ଼ିଶାରୁୁ ପୁଣି ବାହାରିଲେ ୪୭୧ ପଜିଟିଭ Sushreejyoti Routray Sep 13, 2021 ଭୁବନେଶ୍ୱର,(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଜାରି ରହିଛି । ପୂର୍ବ ଅପେକ୍ଷା ରାଜ୍ୟରେ ସଂକ୍ରମଣ ହ୍ରାସ ପାଇଥିଲେ ହେଁ କରୋନାର ଭୟାବହତା ଏ ପର୍ଯ୍ୟନ୍ତ ଦୂର ହୋଇନାହିଁ । ତୃତୀୟ ଲହର ଆସିସାରିଛି ବୋଲି କିଛି…