Breaking News ଇକମୋ ଚିକିତ୍ସାରେ ଆଉ ଜଣେ ରୋଗୀ ମୃତ Sushreejyoti Routray Sep 13, 2021 କଟକ(ଓଡ଼ିଶା ଭାସ୍କର): କଟକ ଏସସିବିରେ ଇକମୋ ଚିକତ୍ସାଧୀନ ଆଉ ଜଣେ ରୋଗୀଙ୍କର ମୃତ୍ୟୁ ହୋଇଛି । ସେ ଗତ ୨୯ରେ ଫୁସଫୁସ ସଂକ୍ରମଣ ଯୋଗୁଁ ଭର୍ତ୍ତି ହୋଇଥିଲେ । ଗତ ରାତିରେ ମହିଳା ରୋଗୀଙ୍କ ମୃତ୍ୟୁ ନେଇ ମେଡିକାଲରୁ ସୂଚନା…
Breaking News ଗଭୀର ଅବପାତର ରୂପ ନେଲା ଅବପାତ Sushreejyoti Routray Sep 13, 2021 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅବପାତ ଅଧିକ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇଛି । ସକାଳ ୫ଟା ୩୦ରୁ ୬ଟା ୩୦ ମଧ୍ୟରେ ଚାନ୍ଦବାଲି ଉପକୂଳ ଅତିକ୍ରମ କରିଛି । ଏହାର ପ୍ରଭାବରେ ପାରାଦୀପରେ ୨୧୯ ମିମି ବର୍ଷା ହୋଇଥିବା…
Breaking News ଟି -୨୦ ୱାଲ୍ଡକପ୍ ପରେ ରୋହିତ ଶର୍ମା ହୋଇପାରନ୍ତି ଅଧିନାୟକ, ବିରାଟ ଛାଡ଼ିବେ ପଦ! Sushreejyoti Routray Sep 13, 2021 ନୂଆଦିଲ୍ଲୀ : ଚଳିତ ବର୍ଷ ଟି -୨୦ ୱାଲ୍ଡକପ୍ ପରେ ଟି -୨୦ ଓ ଦିନିକିଆ ଟିମର ଟିମ୍ ଇଣ୍ଡିଆ ଅଧିନାୟକ ପଦ ଛାଡି ପାରନ୍ତି ବିରାଟ କୋହଲି । ତାଙ୍କ ସ୍ଥାନରେ ରୋହିତ ଶର୍ମାଙ୍କୁ ଦଳର ଅଧିନାୟକ ପଦର ଦାୟିତ୍ୱ ଦିଆଯାଇପାରେ ।…
Breaking News ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ଭୂପେନ୍ଦ୍ର, ଏହି ରାଜ୍ୟର ସିଏମ ହୋଇପାରନ୍ତି ସାମିଲ Sushreejyoti Routray Sep 13, 2021 ଅହମଦାବାଦ: ଜୁଜରାଟର ନୂଆ ମୁଖ୍ୟମନ୍ତ୍ରୀ ଚୟନ ହୋଇଥିବା ଭୂପେନ୍ଦ୍ର ପଟେଲ ଆଜିର ଦିନ ୨ଟା ୨୦ରେ ନିଜ ପଦ ପାଇଁ ଶପଥ ନେବେ । ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ନେବାର ୨ ଦିନ ପରେ କ୍ୟାବିନେଟ ମନ୍ତ୍ରୀମାନଙ୍କୁ ଶପଥ ଦିଆଯିବ ।…
Breaking News ସେପ୍ଟେମ୍ବରରେ ରେକର୍ଡ ଭାଙ୍ଗିଲା ବର୍ଷା, ପୁରୀରେ ସର୍ବାଧିକ Sushreejyoti Routray Sep 13, 2021 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବଙ୍ଗୋପସାଗରେରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତର ରୂପ ନେବାରୁ ଲଗାଣ ବର୍ଷା ଜାରି ରହିଛି । ପ୍ରବଳ ବର୍ଷାରେ ଭିଜୁଛି ସାରା ରାଜ୍ୟ । ଆଜି ବି ଦିନ ତମାମ ବର୍ଷା ଲାଗି ରହିବ ।…
Breaking News ଟିକା ନେଇ ବି ଶରୀରରେ ସୃଷ୍ଟି ହେଉନି ଆଣ୍ଟିବଡ଼ି! Sushreejyoti Routray Sep 11, 2021 ଭୁବନେଶ୍ୱର,(ଓଡିଶା ଭାସ୍କର): ଟିକା ନେଲା ପରେ ବି ଶରୀରରେ ସୃଷ୍ଟି ହେଉନି ଆଣ୍ଟିବଡ଼ି । ଟିକା ନେଲା ପରେ ରାଜ୍ୟରେ ୨୦% ଲୋକଙ୍କ ଦେହରେ ଆଣ୍ଟିବଡ଼ି ହେଉନି । ଜେନମ ସିକୁଏନସିଂ ବିଶ୍ଲେଷଣ ଆଧାରରେ ଭୁବନେଶ୍ୱର ଆଇଏଲଏସ…
Breaking News ପ୍ରସିଦ୍ଧ ଟିଭି ଅଭିନେତାଙ୍କ ରହସ୍ୟମୟ ଭାବେ ମୃତ୍ୟୁ, ଝୁଲନ୍ତା ଅବସ୍ଥାରେ ମିଳିଲା ଶବ Sushreejyoti Routray Sep 11, 2021 ନୂଆଦିଲ୍ଲୀ: ପ୍ରସିଦ୍ଧ ମାଲାୟାଲମ୍ ଟିଭି ଅଭିନେତା ରମେଶ ଭାଲିଆସାଲାଙ୍କର ଅତି ରହସ୍ୟମୟ ଭାବେ ମୃତ୍ୟୁ ହୋଇଛି । ଚଳଚ୍ଚିତ୍ର ଜଗତରୁ ଏନେଇ ସୂଚନା ଦିଆଯାଇଛି । ନିଜ ବାସଭବନରେ ଝୁଲାନ୍ତା ଅବସ୍ଥା ତାଙ୍କର ମୃତଦେହ…
Breaking News ନଭେମ୍ବରରେ ବାହାହେବାକୁ ଡରନ୍ତି ଲୋକେ, କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ Sushreejyoti Routray Sep 11, 2021 ନୂଆଦିଲ୍ଲୀ: ସମସ୍ତେ ନିଜ ବାହାଘରକୁ ଅଧିକ ସ୍ପେଶାଲ କରିବାକୁ ଚାହାଁନ୍ତି । ଏଥିପାଇଁ ଶୁଭ ମୂହୁର୍ତ୍ତ, ଗ୍ରହ ନକ୍ଷେତ୍ର ଦେଖି ତିଥି ସ୍ଥିର କରିଥାନ୍ତି । ତେବେ ଜିମ୍ବାୱେର ମାନ୍ୟତା ହିସାବରେ ନଭେମ୍ବର ମାସରେ…
Breaking News ଭବାନୀପୁରରୁ ଉପନିର୍ବାଚନ ଲଢ଼ୁଥିବା CM ମମତାଙ୍କ ପାଖରେ ଅଛି କେତେ ସମ୍ପତ୍ତି ? ଜାଣନ୍ତୁ Sushreejyoti Routray Sep 11, 2021 କୋଲକାତା: ପଶ୍ଚିମବଙ୍ଗରେ ବିଧାନସଭା ଉପନିର୍ବାଚନର ବିଗୁଲ ବାଜିସାରିଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତୃଣମୂଳ କଂଗ୍ରେସ ବା ଟିଏମସି ପକ୍ଷରୁ ଭବନାପୁର ଆସନ ପାଇଁ ନାମାଙ୍କନ ଦାଖଲ କରି ମଇଦାନକୁ ଓହ୍ଲାଇଛନ୍ତି ।…
Breaking News ଗାଡ଼ି ନମ୍ବର ପରି ବାଛିପାରିବେ କି ଆଧାର ନମ୍ବର? ଜାଣନ୍ତୁ UIDAI ଜବାବ୍ Sushreejyoti Routray Sep 11, 2021 ନୂଆଦିଲ୍ଲୀ: ଆଜିର ସମୟରେ ଆଧାରକାର୍ଡ ଏକ ଗୁରୁତ୍ୱପର୍ଣ୍ଣ ଡକ୍ୟୁମେଣ୍ଟ ଭାବେ ବ୍ୟବହୃତ ହେଉଛି । ଆଧାରକାର୍ଡ ବିନା ଆପଣ ସରକାରୀ ଯୋଜନାର ଲାଭ ଉଠାଇବାରୁ ବଞ୍ଚିତ ହୋଇପାରିବେ । ଆଧାରକାର୍ଡକୁ ପରିଚୟ ପ୍ରମାଣ ଓ ଠିକଣା…