Breaking News ଅଗଷ୍ଟ ୨୭ରେ ବସିବ ସର୍ବଦଳୀୟ ବୈଠକ Sushreejyoti Routray Aug 20, 2021 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୨୭ ତାରିଖରେ ବସିବାକୁ ଯାଉଛି ସର୍ବଦଳୀୟ ବୈଠକ । ଅଗଷ୍ଟ ୨୭ରେ ସର୍ବଦଳୀୟ ବୈଠକ ଡକାଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ସେପ୍ଟେମ୍ବର ୧ରୁ ବିଧାନସଭା ଅଧିବେଶନ ଥିବାରୁ…
Breaking News ବଦଳିଯିବ ବିଦ୍ୟୁତ୍ ବିଲ୍ ଦେବାର ପ୍ରକ୍ରିୟା, ୨୦୨୫ ସୁଦ୍ଧା ସମଗ୍ର ଦେଶରେ ଲାଗିବ Prepaid Smart Meter Sushreejyoti Routray Aug 20, 2021 ନୂଆଦିଲ୍ଲୀ: ବିଦ୍ୟୁତ୍ ବିଲ୍ ପିଇଠକୁ ନେଇ ଆସିଛି ବଡ଼ ଖବର । ଏଣିକି ସମଗ୍ର ଦେଶରେ ପ୍ରତ୍ୟେକ ଘରେ ସ୍ମାର୍ଟ ମିଟର ଲଗାଯିବ । ଏହାକୁ ନେଇ ସମୟସୀମା ମଧ୍ୟ ସ୍ଥିର କରିଛନ୍ତି ସରକାର । ତେବେ ଶକ୍ତି ମନ୍ତ୍ରାଳୟ କିଛି ଦିନ…
Breaking News କାଲି ଅପେକ୍ଷା ବଢ଼ିଲା ମୃତ୍ୟୁସଂଖ୍ୟା, ରାଜ୍ୟରେ କରୋନା ପୁଣି ନେଲା ୬୯ ମୁଣ୍ଡ Sushreejyoti Routray Aug 20, 2021 ଭୁବନେଶ୍ୱର, (ଓଡିଶା ଭାସ୍କର): ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ଯେତେ ସଚେତନ ରହିଲେ ବି ରାଜ୍ୟରେ ମୃତ୍ୟୁସଂଖ୍ୟା କମିବାରେ ନାଁ ଧରୁନାହିଁ । ପ୍ରତିଦିନ ୬୦ ଉପରକୁ ଜୀବନ ନେଇଛୁ କରୋନା ମହାମାରୀ । ଲକଡାଉନ୍, ସଟଡାଉନ୍…
Breaking News ରାଜ୍ୟରେ ପୁଣି ୯୮୬ ପଜିଟିଭ୍ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ Sushreejyoti Routray Aug 20, 2021 ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନାର ଉପର ତଳ ଖେଳ ଆରମ୍ଭ ହୋଇଗଲାଣି । ପୂର୍ବ ଅପେକ୍ଷା ରାଜ୍ୟରେ ସଂକ୍ରମଣ ହ୍ରାସ ପାଇଥିଲେ ହେଁ କରୋନାର ଭୟାବହତା ଏ ପର୍ଯ୍ୟନ୍ତ ଦୂର ହୋଇନାହିଁ । ତୃତୀୟ ଲହର ଆସିସାରିଛି…
Breaking News ସାବଧାନ୍! ଆସନ୍ତା ୨ ଘଣ୍ଟା ପାଇଁ ୩ ଜିଲ୍ଲାକୁ ବଜ୍ରପାତ ସତର୍କତା Sushreejyoti Routray Aug 20, 2021 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗିରହିଛି । ଏହାରି ମଧ୍ୟରେ ଆସନ୍ତା ଘଣ୍ଟା ପାଇଁ ୩ ଜିଲ୍ଲାକୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ୨ ଘଣ୍ଟା ପାଇଁ ୩ ଜିଲ୍ଲାରେ ବର୍ଷା ସହ ବଜ୍ରପାତ…
Breaking News ହସିବା ହିଁ ସ୍ୱାସ୍ଥ୍ୟର ସଠିକ୍ ଚାବି, ପାଖ ମାଡ଼ିବନି ଏହି କ୍ଷତିକାରକ.. Sushreejyoti Routray Aug 20, 2021 ମନ ଖୋଲା ହସିବା ଦ୍ୱାରା ଆମକୁ ଆରାମ ମିଳିବା ସହ ଏହା ଶରୀର ପାଇଁ ଏକ ଥେରାପି ଭଳି କାମ ଦିଏ । ହସିବା ଦ୍ୱାରା ଆମେ ଅନେକ ରୋଗଠାରୁ ମଧ୍ୟ ଦୂରେଇ ରହୁ । ସେଥିପାଇଁ କୁହାଯାଏ ଯେ, ଶରୀର ପାଇଁ ହସିବା ହେଉଛି ସଠିକ୍…
Breaking News ଆମାଜନ୍ ପାଖରେ ଅଛି ‘ସିକ୍ରେଟ୍’ ୱେବସାଇଟ୍, ଯେଉଁଠି ଅଧାରୁ କମ୍ ମୂଲ୍ୟରେ ମିଳୁଛି ଜିନିଷ Sushreejyoti Routray Aug 20, 2021 ନୂଆଦିଲ୍ଲୀ: ଅନଲାଇନ୍ ସପିଂ ସାଇଟ ଭାବେ ଆମାଜନ୍ ବେଶ ଲୋକପ୍ରିୟ । ଆମାଜନ ଠିକ୍ ଦାମରେ ଜିନିଷ ଦେଇଥାଏ ବୋଲି ଅନେକ ଲୋକ ଏହାର ୱେବସାଇଟକୁ ଯାଆନ୍ତି । କିନ୍ତୁ ଆପଣ ଜାଣନ୍ତି କି, ଆପଣ ଏଠାରୁ ଆହୁରି ଶସ୍ତାରେ ଜିନିଷ…
Breaking News ପାକିସ୍ତାନର ସିନ୍ଧ ପ୍ରଦେଶରେ ବୋମା ବିସ୍ଫୋରଣ: ୩ ଜଣଙ୍କର ମୃତ୍ୟୁ, ୪୦ ଗୁରୁତର Sushreejyoti Routray Aug 19, 2021 ଇସଲାମବାଦ: ଆଫଗାନିସ୍ତାନର ତାଲିବାନର କବଜା ପରେ ଏହାର ପାର୍ଶ୍ୱ ପ୍ରତିକ୍ରିୟା ପାକିସ୍ତାନରେ ଦେଖିବାକୁ ମିଳିଛି । ପାକିସ୍ତାନର ସିନ୍ଧ ପ୍ରଦେଶରେ ଆଜି ବୋମା ବିସ୍ଫୋରଣ ହୋଇଛି, ଯେଉଁଥିରେ ଶିଆ ସମ୍ପ୍ରଦାୟର ୩ ଜଣଙ୍କର…
Breaking News ଭର୍ତ୍ତୃହରି ମହତାବଙ୍କ ପରିବାରକୁ ଝଟକା, ଯୌତୁକ ନିର୍ଯାତନା ଅଭିଯୋଗ ଆଣିଲେ ବୋହୂ Sushreejyoti Routray Aug 19, 2021 କଟକ(ଓଡ଼ିଶା ଭାସ୍କର): ସାଂସଦ ଭର୍ତ୍ତୃହରି ମହତାବଙ୍କ ପରିବାର ବିରୋଧରେ ଆସିଛି ଯୌତୁକ ନିର୍ଯାତନା ଅଭିଯୋଗ । ଭର୍ତ୍ତୃହରିଙ୍କ ବୋହୂ ସାକ୍ଷୀ ମହତାବ ଏନେଇ ଥାନାରେ ଅଭିଯୋଗ କରିଛନ୍ତି । ଭୋପାଳ ମହିଳା ଥାନାରେ ଏଫଆଇଆର…
Breaking News କଳିଯୁଗର ପୁଅ: ମାତ୍ର ୨୫୦୦ ଟଙ୍କା ପାଇଁ ବାପାକୁ ମାରିଦେଲା Sushreejyoti Routray Aug 19, 2021 ଗୁମଲା: ଝାଡଖଣ୍ଡର ଗୁମଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ କଳିଯୁଗର ପୁଅ ମାତ୍ର ୨୫୦୦ ଟଙ୍କା ପାଇଁ ନିଜ ପିତାକୁ ଅତି ନିର୍ମମ ଭାବେ ହତ୍ୟା କରିଛି । ଅଭିଯୁକ୍ତ ପୁଅ ଏକ କୋଦାଳରେ ନିଜ ବାପାଙ୍କୁ…