Breaking News ନିଲମ୍ବିତ ହେଲେ ତିର୍ତ୍ତୋଲ ଥାନା ଏସଆଇ Sushreejyoti Routray Jun 18, 2021 ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଜଗତସିଂହପୁର ତିର୍ତ୍ତୋଲ ଥାନା ଏସଆଇଙ୍କୁ ନିଲମ୍ବିତ କରାଯାଇଛି । ଏସଆଇ ଅନିରୁଦ୍ଧ ନାଏକଙ୍କୁ ନିଲମ୍ବିତ କରିଛନ୍ତି ଏସପି । ନୂଆଗାଁର ରଶ୍ମିକାନ୍ତ ସାହୁଙ୍କୁ ମାଡ ମାରିବା ଘଟଣାରେ…
Breaking News ବିଭିନ୍ନ ସ୍ଥାନରେ ଅକ୍ସିଜେନ୍ ପ୍ଲାଣ୍ଟର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ Sushreejyoti Routray Jun 18, 2021 ଭୁବନେଶ୍ୱର (ଓଡ଼ିଶା ଭାସ୍କର): କରୋନା କାଳରେ ସ୍ୱାସ୍ଥ୍ୟ ଭିତ୍ତିକ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭର୍ଚୁଆଲ ଯୋଗେ ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ…
Breaking News ଭୁବନେଶ୍ୱରରୁ ଆଜି ୪୪୩ ନୂଆ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠି କେତେ ? Sushreejyoti Routray Jun 18, 2021 ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ କମି ଆସୁଥିବା ବେଳେ ଭୁବନେଶ୍ୱରରୁ ଆଜି ୪୪୩ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୮୮ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ…
Breaking News ଜେଲରୁ ମୁକୁଳିଲେ ଅଭୟ ପାଠକ Sushreejyoti Routray Jun 18, 2021 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଝାରପଡା ଜେଲରୁ ବାହାରିଛନ୍ତି ପୂର୍ବତନ ଆଇଏଫଏସ ଅଧିକାରୀ ଅଭୟ ପାଠକ । ଦୀର୍ଘ ୬ ମାସ ପରେ ସେ ଜେଲରୁ ବାହାରିଛନ୍ତି। ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିବା ପରେ ସେ ଆଜି ଜେଲରୁ…
Breaking News ନୟାଗଡରେ ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତକୁ ୩ ଦିନିଆ ରିମାଣ୍ଡ Sushreejyoti Routray Jun 18, 2021 ନୟାଗଡ଼(ଓଡ଼ିଶା ଭାସ୍କର): ନୟାଗଡ଼ରେ ପୁଣି ଥରେ ପରୀ ଘଟଣାର ପୁନରାବୃତ୍ତି ହୋଇଛି । ଜିଲ୍ଲାର ବାଣିଗୋଛା ଥାନା ନୂଆଗାଁ ପଞ୍ଚାୟତ ଧୁନ୍ଦୁଗାଡିଆ ଗାଁର ୬ ବର୍ଷର ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତକୁ ୩…
Breaking News ଏଣିକି ପୁରୁଷମାନେ ବି ହୋଇପାରିବେ ଗର୍ଭବତୀ ! ଚୀନର ବୈଜ୍ଞାନିକ କରିଛନ୍ତି ଏପରିି ଅଦ୍ଭୁତ ରିସର୍ଚ୍ଚ Sushreejyoti Routray Jun 18, 2021 ଚୀନର ବୈଜ୍ଞାନିକମାନେ ସବୁବେଳେ ଅଦ୍ଭୁତ ପ୍ରକାର ରିସର୍ଚ୍ଚ କରିଆସିଛନ୍ତି । ନିକଟରେ ଚୀନର ଉହାନ ଲ୍ୟାବରୁ ବାହାରିଥିବା ଜଣେ ବୈଜ୍ଞାନିକ ଦାବି କରି କହିଛନ୍ତି ଯେ, ଚୀନ ସବୁବେଳେ ଅଜୀବ ରିସର୍ଚ୍ଚ କରିଥାଏ । ସେଠାରେ…
Breaking News +୨ ପିଲାଙ୍କ ପାଇଁ ବଡ ଖବର: ଅଗଷ୍ଟ ୨ୟ ସପ୍ତାହରେ ବାହାରିବ ରେଜଲ୍ଟ, ଜାଣନ୍ତୁ କିପରି ଦିଆଯିବ ମାର୍କ? Sushreejyoti Routray Jun 18, 2021 ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା କାଳରେ +୨ ଛାତ୍ରଛାତ୍ରୀଙ୍କ ପାଇଁ ଆସିଛି ବଡ଼ ଖବର । ଆସନ୍ତା ଅଗଷ୍ଟ ମାସ ସପ୍ତାହରେ ପ୍ରକାଶ ପାଇବାକୁ ଯାଉଛି +୨ ରେଜଲ୍ଟ । ରେଜଲ୍ଟ ଓ ମୂଲ୍ୟାୟନ ପଦ୍ଧତି ନେଇ ସିଏଚଏସଇ ପକ୍ଷରୁ…
Breaking News ମୁମ୍ବାଇରେ ଓଡ଼ିଶା କ୍ରାଇମବ୍ରାଞ୍ଚ, ନକଲି ଔଷଧକୁ ନେଇ ଚାଲିଛି ଖୋଳତାଡ଼ Sushreejyoti Routray Jun 18, 2021 ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଟକରୁ ବିପୁଳ ପରିମାଣର ନକଲି କରୋନା ଔଷଧ ଠାବ ଘଟଣାକୁ ନେଇ ଚାଲିଛି ଖୋଳତାଡ । ଅଧିକ ଛାନଭିନ୍ ପାଇଁ ମୁମ୍ବାଇ ପହଞ୍ଚିଛି କ୍ରାଇମବ୍ରାଞ୍ଚ ଏସଟିଏଫ ଟିମ୍ । ମୁମ୍ବାଇରେ ଗିରଫ ସୁଦୀପ…
Breaking News ତୃତୀୟ ଲହର ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗର ଏସଓପି Sushreejyoti Routray Jun 18, 2021 ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟରେ ଏବେ କରୋନା ସଂକ୍ରମଣ ହ୍ରାସ ପାଉଥିଲେ ବି ସମ୍ଭାବ୍ୟ ତୃତୀୟ ଲହର ପାଇଁ ଚିନ୍ତା ବଢିଛି । ଏହାର ମୁକାବିଲା ପାଇଁ ଟିକାକରଣରୁ ବିଶେଷ ଭାବେ ଗୁରୁତ୍ୱ ଦିଆଯାଉଛି । ଜୁନ୍ ଶେଷ…
Breaking News ରଥଯାତ୍ରା ପାଇଁ ୪ଥର ହେବ କୋଭିଡ ଟେଷ୍ଟ Sushreejyoti Routray Jun 18, 2021 ପୁରୀ(ଓଡ଼ିଶା ଭାସ୍କର): ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ବେଳେ କୋଭିଡ ପରିଚାଳନା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବୈଠକ ଅନୁଷ୍ଠିତ ହୋଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏହି ଗୁରୁତ୍ୱପୂର୍ଣ୍ଣ…