JEE Advancedରେ ୩ ନୁହେଁ, ମିଳିବ ୨ଟି ସୁଯୋଗ: ଯୋଗ୍ୟତା ନିୟମରେ ପୁଣି ହେଲା ପରିବର୍ତ୍ତନ
ନୂଆଦିଲ୍ଲୀ: ଜେଇଇ ଆଡଭାନ୍ସ ୨୦୨୫ ପରୀକ୍ଷା ନିୟମ ପୁଣି ଥରେ ପରିବର୍ତ୍ତନ କରାଯାଇଛି । ପରୀକ୍ଷାରେ ହାଜର ହେବାକୁ ଚେଷ୍ଟା ସଂଖ୍ୟା ପୁଣି ଦୁଇକୁ ହ୍ରାସ ପାଇଛି । ସମ୍ପ୍ରତି ଚେଷ୍ଟା ସଂଖ୍ୟା ଦୁଇରୁ ତିନିକୁ ବୃଦ୍ଧି…