ବାତ୍ୟା ପାଇଁ ସରିଲା ସଚିବସ୍ତରୀୟ ବୈଠକ : ଜାଣନ୍ତୁ କ’ଣ ନିଆଗଲା ନିଷ୍ପତ୍ତି ?
ଭୁବନେଶ୍ୱର : ଆଜି ସଚିବସ୍ତରୀୟ ବୈଠକ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ…