ସାମ୍ନାକୁ ଆସିଲା ରିଆସି ଆତଙ୍କବାଦୀ ଆକ୍ରମଣର ଠିକ୍ ପୂର୍ବରୁ ସିସିଟିଭି ଫୁଟେଜ୍, ଦେଖନ୍ତୁ Video
ନୂଆଦିଲ୍ଲୀ: ରବିବାର ଦିନ ଜାମ୍ମୁ କାଶ୍ମୀରର ରିଆସିି ଜିଲ୍ଲାରେ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ବସ୍ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । ଆତଙ୍କବାଦୀଙ୍କ ଗୁଳି ବିନିମୟରେ ବସ୍ ଖାଲରେ ଖସିପଡିଥିଲା , ଯେଉଁଥିରେ…