କଣ୍ଟେଣ୍ଟ ହବ୍ ଭାବେ ଉଭା ହେଲା ଭାରତ: ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୱେଭ ଶିଖର ସମ୍ମିଳନୀ ଆୟୋଜନ କରିବ
ନୂଆଦିଲ୍ଲୀ : ସୂଚନା ଓ ପ୍ରସାରଣ ଏବଂ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଡ. ଏଲ୍ ମୁରୁଗାନ୍'ବ୍ରଡକାଷ୍ଟିଂ କ୍ଷେତ୍ରରେ ଉଦୀୟମାନ ଧାରା ଏବଂ ପ୍ରଯୁକ୍ତିବିଦ୍ୟା' ଶୀର୍ଷକ ଏକ ଅର୍ଦ୍ଧଦିବସୀୟ ଆଲୋଚନାଚକ୍ରକୁ ଉଦ୍ଘାଟନ…