ଏହି ଡିଭାଇସରେ ଜାଣିପାରିବେ କ୍ୟାନ୍ସର ହୋଇଛି କି ନାହିଁ ? ୬୦ ସେକେଣ୍ଡ ମଧ୍ୟରେ ମିଳିବ ରିପୋର୍ଟ
ପାଟି କର୍କଟ ଚିହ୍ନଟ ପାଇଁ ଆଇଆଇଟି କାନପୁର ଏକ ନୂତନ ଉପକରଣ ପ୍ରସ୍ତୁତ କରିଛି। ଏହା ଆପଣଙ୍କୁ ୬୦ ସେକେଣ୍ଡ ମଧ୍ୟରେ ରିପୋର୍ଟ ଦେବ। ଡିଭାଇସ୍ ପାଟିର ଭିତରର ଏକ ଚିତ୍ର ଉଠାଇବ ଏବଂ ଏହାକୁ ବିଶ୍ଳେଷଣ କରିବ ଏବଂ ତୁରନ୍ତ…