ମଧ୍ୟମ ବର୍ଗ ପାଇଁ ବଡ଼ ଖୁସିଖବର: RBI ପରେ ଏହି ବ୍ୟାଙ୍କଗୁଡ଼ିକ ଶସ୍ତା କଲେ ହୋମ ଲୋନ
ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)ର ମନେଟାରୀ ପଲିସି କମିଟି (MPC) ରେପୋ ରେଟ୍କୁ ୫୦ ବେସିସ ପଏଣ୍ଟ ହ୍ରାସ କରି ୫.୫% କରିଛି, ଯେଉଁଥିରେ ପୂର୍ବରୁ କେବଳ ୨୫ ବେସିସ ପଏଣ୍ଟ ହ୍ରାସର ଆଶା କରାଯାଉଥିଲା। ଏହି…