୨୦୨୪ ବଜେଟରେ ଖାଦ୍ୟ, ଚାକିରି ଏବଂ ଘର ଉପରେ ହେବ ଫୋକସ୍: ୬ରୁ ୯ ହଜାର ହୋଇପାରେ ପିଏମ କିଷାନର ଟଙ୍କା
ନୂଆଦିଲ୍ଲୀ: ବଜେଟ୍ ଉପସ୍ଥାପନ ହେବାକୁ କେବଳ ୩ ଦିନ ବାକି ଅଛି । ଏହା ଏକ ନିର୍ବାଚନ ବର୍ଷ ହୋଇଥିବାରୁ ସରକାରଙ୍କ ଧ୍ୟାନ ବଜେଟରେ ସାଧାରଣ ଲୋକଙ୍କୁ ଖୁସି କରିବା ଉପରେ ରହିବ । ଏଭଳି ପରିସ୍ଥିତିରେ କେବଳ ଖାଦ୍ୟ, ଗୃହ,…