ବିଜେପିରେ ସାମିଲ ହେଲେ ଆପ୍ ର ପୂର୍ବତନ ନେତା ଅଶୋକ ତନୱାର, ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଗ୍ରହଣ କଲେ ସଦସ୍ୟତା
ନୂଆଦିଲ୍ଲୀ: ହରିୟାଣାରେ ଆମ୍ ଆଦମୀ ପାର୍ଟିର ନିର୍ବାଚନ ପ୍ରଚାର କମିଟିର ସଭାପତି ଅଶୋକ ତନୱାର ଦୁଇ ଦିନ ପୂର୍ବରୁ ଦଳରୁ ଇସ୍ତଫା ଦେଇଥିଲେ । ଆଜି ସେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲଙ୍କ ଉପସ୍ଥିତିରେ ଭାରତୀୟ ଜନତା…