ରାଜ୍ୟରେ ପୁଣି ବଢିବ ଶୀତ: ଏହି ସବୁ ଜିଲ୍ଲାକୁ ଦିଆଗଲା ୟେଲ୍ଲୋ ୱାର୍ଣ୍ଣିଂ
ଭୁବନେଶ୍ୱର: ରାଜ୍ୟରେ ପୁଣିଥରେ ଶୀତର ପ୍ରକୋପ ବୃଦ୍ଧି ପାଇଛି । ବିଭିନ୍ନ ସ୍ଥାନରେ ପାରଦ ନିମ୍ନଗାମୀ ହେବା ସହ ରାତିର ତାପମାତ୍ରାରେ ଦ୍ରୁତ ହ୍ରାସ ଘଟିଛି । କେତେକ ସ୍ଥାନରେ ରାତ୍ରିର ତାପମାତ୍ରା ସ୍ୱାଭାବିକ ଠାରୁ…