୫୮୧ ସିଏପିଏଫ କମ୍ପାନୀ, ଜାମର, ଡ୍ରୋନ ଓ କେ୯ ଯୁନିଟ…ପହଲଗାମ ଆତଙ୍କୀ ଆକ୍ରମଣ ପରେ ଅମରନାଥ ଯାତ୍ରା ପାଇଁ କଡ଼ା ସୁରକ୍ଷା
ଶ୍ରୀନଗର: ଜମ୍ମୁ ଓ କାଶ୍ମୀରରେ ଥିବା ପବିତ୍ର ଅମରନାଥ ଗୁମ୍ଫାକୁ ଯାଉଥିବା ଯାତ୍ରା ପାଇଁ କେନ୍ଦ୍ର ସରକାର ଅଭୂତପୂର୍ବ ସୁରକ୍ଷା ବ୍ୟବସ୍ଥା କରିଛନ୍ତି। ୨୦୨୫ ମସିହା ଜୁଲାଇ ୩ ତାରିଖରୁ ଅଗଷ୍ଟ ୯ ତାରିଖ ପର୍ଯ୍ୟନ୍ତ ୩୮…