କ’ଣ ସତରେ ବନ୍ଦ ହେବାକୁ ଯାଉଛି ୫୦୦ ଟଙ୍କିଆ ନୋଟ ? ଜାଣନ୍ତୁ ୩ଟି ବଡ଼ କାରଣ
ନୂଆଦିଲ୍ଲୀ: ସମ୍ପ୍ରତି ସୋସିଆଲ ମିଡିଆ ଓ ବିଭିନ୍ନ ଗଣମାଧ୍ୟମରେ ୫୦୦ ଟଙ୍କାର ନୋଟ ବନ୍ଦ ହେବା ନେଇ ଚର୍ଚ୍ଚା ଜୋର ଧରିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ଏପର୍ଯ୍ୟନ୍ତ ଏହା ସମ୍ବନ୍ଧରେ କୌଣସି ଆଧିକାରିକ…