ଆସନ୍ତାକାଲି ଚନ୍ଦ୍ରଗ୍ରହଣ, ଶରଦ ପୂର୍ଣ୍ଣିମା, ଗଜକେସରୀ ଯୋଗର ମହାସଂଯୋଗ: ମା’ ଲକ୍ଷ୍ମୀଙ୍କ କୃପାରୁ ଏହି ଲୋକଙ୍କ ଘରେ ହେବ ଧନବର୍ଷା !
ବର୍ଷର ଶେଷ ଏବଂ ଦ୍ୱିତୀୟ ଚନ୍ଦ୍ରଗ୍ରହଣ ଆସନ୍ତାକାଲି ୨୮ ଏବଂ ୨୯ ଅକ୍ଟୋବର ୨୦୨୩ ରାତିରେ ଲାଗିବାକୁ ଯାଉଛି । ଏହି ଚନ୍ଦ୍ର ଗ୍ରହଣ ବହୁତ ଖାସ୍ । ଏହି ଚନ୍ଦ୍ରଗ୍ରହଣ ହେଉଛି ୨୦୨୩ ବର୍ଷର ଏକମାତ୍ର ଚନ୍ଦ୍ରଗ୍ରହଣ ଯାହା…