ଥାଇଲାଣ୍ଡ-ଭାରତରେ କେବଳ ମାମଲା ବଢ଼ୁଛି, କିନ୍ତୁ କରୋନାର ଅସଲି ତାଣ୍ଡବ ଆମେରିକାରେ: ୭ ଦିନରେ ୩୫୦ ମୃତ୍ୟୁ

କରୋନା ଭାଇରସ (SARS-CoV-2) ପୁଣି ଥାଇଲାଣ୍ଡ, ଭାରତ ଓ ଅନ୍ୟାନ୍ୟ ଏସିଆନ ଦେଶରେ ସଂକ୍ରମଣ ବଢ଼ାଉଛି, କିନ୍ତୁ ଆମେରିକାରେ ଏହାର ପ୍ରଭାବ ଅଧିକ ଭୟଙ୍କର। ସାମ୍ପ୍ରତିକ ରିପୋର୍ଟ ଅନୁଯାୟୀ, ଆମେରିକାରେ ଗତ ୭ ଦିନରେ କରୋନା…

କାହିଁକି ଆସୁଛି କରୋନାର ନୂଆ-ନୂଆ ଭାରିଆଣ୍ଟ? ଜାଣନ୍ତୁ ଏହା ପଛର ମେଡିକାଲ ସାଇନ୍ସ

କରୋନା ଭାଇରସ (SARS-CoV-2) ଜନିତ ମହାମାରୀ ଆରମ୍ଭ ହେବା ପରେ ବିଶ୍ୱ ଅନେକ ନୂଆ ଭାରିଆଣ୍ଟର ସମ୍ମୁଖୀନ ହୋଇଛି, ଯେପରି ଆଲଫା, ଡେଲଟା, ଓମିକ୍ରନ ଏବଂ ଏହାର ଉପ-ଭାରିଆଣ୍ଟ ଯେମିତି JN.1, KP.3 ଓ XEC। ଏହି ନୂଆ…

ଶିଶୁଙ୍କୁ ସ୍ତନ୍ୟପାନ କରାଉଥିବା ମହିଳାମାନେ କେଉଁ ମିଠା ଖାଦ୍ୟ ଖାଇବା ଉଚିତ? ଡାକ୍ତରଙ୍କଠାରୁ ଜାଣନ୍ତୁ

ସ୍ତନ୍ୟପାନ ଶିଶୁ ଓ ମାତା ଉଭୟଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ସମୟରେ ମାତାଙ୍କ ଖାଦ୍ୟ ଶିଶୁର ସ୍ୱାସ୍ଥ୍ୟ ଏବଂ ମାତାଙ୍କ ଶାରୀରିକ ଶକ୍ତି ଉପରେ ସିଧାସଳଖ ପ୍ରଭାବ ପକାଇଥାଏ। ଅନେକ ମହିଳା ସ୍ତନ୍ୟପାନ ସମୟରେ…

ପଣ୍ଡିତ ନେହୁରୁଙ୍କ ଉପରେ କେଉଁ ଅଭିଯୋଗ ଲଗାଇ ଜେଲରେ ପୂରାଇଥିଲେ ବ୍ରିଟିଶ ସରକାର ? କାରାଗାରରେ ବିତାଇଥିଲେ ୩୨୫୯ ଦିନ

ନୂଆଦିଲ୍ଲୀ : ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହୁରୁ ସ୍ବାଧୀନତା ସଂଗ୍ରାମ ସମୟରେ ବ୍ରିଟିଶ ସରକାରଙ୍କ ବିରୋଧରେ ନିଜର ଅଣନମ୍ର ଆଭିମୁଖ୍ୟ ଓ ନେତୃତ୍ବ ଯୋଗୁଁ ଏକାଧିକ ଥର ଜେଲ ଯାଇଥିଲେ। ମୋଟ ୯ ଥର…

ପାକିସ୍ତାନରେ ବଡ଼ ଡାଟା ଲିକ୍: ଜାଣନ୍ତୁ ୧୮ କୋଟିରୁ ଅଧିକ ଲୋକ ଇଣ୍ଟରନେଟରେ କ’ଣ ଦେଖୁଛନ୍ତି ?

ଇସଲାମାବାଦ: ପାକିସ୍ତାନରେ ଏକ ବଡ଼ ଧରଣର ଡାଟା ଲିକ୍ ଘଟଣା ସାମ୍ନାକୁ ଆସିଛି, ଯେଉଁଥିରେ ୧୮ କୋଟିରୁ ଅଧିକ ଇଣ୍ଟରନେଟ ବ୍ୟବହାରକାରୀଙ୍କ ଲଗଇନ ଡାଟା ଉଜାଗର ହୋଇଛି। ପାକିସ୍ତାନର ନ୍ୟାସନାଲ ସାଇବର ଇମରଜେନ୍ସି ରେସପନ୍ସ…

ଆଦିବାସୀ ମହିଳାଙ୍କ ସହ ନିର୍ଭୟା ଭଳି କାଣ୍ଡ ! ପୋଷ୍ଟମର୍ଟମ ରିପୋର୍ଟରେ ସାମ୍ନାକୁ ଆସିଲା ଚରମ ନିର୍ଦ୍ଦୟତା

ମଧ୍ୟପ୍ରଦେଶର ଖଣ୍ଡୱା ଜିଲ୍ଲାରେ ଜଣେ ୪୫ ବର୍ଷୀୟ ଆଦିବାସୀ ମହିଳାଙ୍କ ସହ ହୋଇଥିବା ସାମୂହିକ ଦୁଷ୍କର୍ମ ଓ ହତ୍ୟା ଘଟଣା ସାରା ଦେଶକୁ ସ୍ତବ୍ଧ କରି ଦେଇଛି। ପୋଷ୍ଟମର୍ଟମ ରିପୋର୍ଟରେ ସାମ୍ନାକୁ ଆସିଥିବା ନିର୍ଦ୍ଦୟତା…

ଫୋନର ବଳକା ଇଣ୍ଟରନେଟରେ କରିପାରିବେ ରୋଜଗାର: PM-WANI ଯୋଜନାର ଜାଣନ୍ତୁ ଖାସିୟତ

ଭାରତରେ ଇଣ୍ଟରନେଟକୁ ସମସ୍ତଙ୍କ ପାଇଁ ସୁଲଭ ଓ ଶସ୍ତା କରିବା ପାଇଁ କେନ୍ଦ୍ର ସରକାର ୨୦୨୦ ମସିହା ଡିସେମ୍ବରରେ ପ୍ରଧାନମନ୍ତ୍ରୀ ଓ୍ୱାଇ-ଫାଇ ଆକ୍ସେସ ନେଟୱାର୍କ ଇଣ୍ଟରଫେସ (PM-WANI) ଯୋଜନା ଆରମ୍ଭ କରିଛନ୍ତି। ଏହି…

ସରକାର ହେବତ ଏପରି, ସାରା ଦେଶକୁ ମାଗଣାରେ ବାଣ୍ଟିବେ ChatGPT Plus ସବସ୍କ୍ରିପସନ

ଦୁବାଇ, ୨୭ ମଇ ୨୦୨୫: ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ବିଶ୍ୱରେ ପ୍ରଥମ ଦେଶ ହେବାକୁ ଯାଉଛି ଯେଉଁଠି ସମସ୍ତ ନାଗରିକ ଓ ବାସିନ୍ଦାମାନେ ଚାଟଜିପିଟି ପ୍ଲସ୍ (ChatGPT Plus) ସେବାକୁ ମାଗଣାରେ ଉପଯୋଗ କରିପାରିବେ।…

ବେଜିଂରେ ୨୦୦୮ ଗାନ୍ଧୀ-ଭୁଟ୍ଟୋ ବୈଠକ: କଂଗ୍ରେସର ଗୁପ୍ତ କୂଟନୀତି ଉପରେ ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ,: ୨୦୦୮ ମସିହା ବେଜିଂ ଅଲିମ୍ପିକ୍ସ ସମୟରେ ଭାରତୀୟ ଜାତୀୟ କଂଗ୍ରେସର ନେତା ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସହ ପାକିସ୍ତାନର ପିପୁଲ୍ସ ପାର୍ଟି (ପିପିପି) ନେତା ବିଲାୱଲ…

ଆସୁଛି ଲଘୁଚାପ ! ୧୩ ଜିଲ୍ଲାରେ ଭୀଷଣ ବର୍ଷା ଆଶଙ୍କା, ରାଜ୍ୟ ସରକାର ଓ ମତ୍ସ୍ୟ ବିଭାଗ ପକ୍ଷରୁ ସତର୍କବାଣୀ

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ଆଜି ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହି ଲଘୁଚାପ ପ୍ରଭାବରେ ଓଡ଼ିଶାର ୧୩ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା…