ୟୁରିନ ଇନଫେକ୍ସନ ପରେ ଶରୀରରେ ଦେଖାଯାଏ ଏହି ଲକ୍ଷଣ: କିପରି କରିବେ ଚିହ୍ନଟ?
ମୂତ୍ର ସଂକ୍ରମଣ ବା ଇଉରିନାରୀ ଟ୍ରାକ୍ଟ ଇନଫେକ୍ସନ (UTI) ଏକ ସାଧାରଣ ସ୍ୱାସ୍ଥ୍ୟ ସମସ୍ୟା, ଯାହା ବିଶେଷ କରି ମହିଳାମାନଙ୍କୁ ଅଧିକ ପ୍ରଭାବିତ କରିଥାଏ। ଏହା ମୂତ୍ରାଶୟ, ମୂତ୍ରନଳୀ ବା କିଡନୀରେ ବ୍ୟାକ୍ଟେରିଆ ଯୋଗୁଁ…