୩୦ ଦିନ ପଯ୍ୟନ୍ତ ସମ୍ପୂର୍ଣ୍ଣ ମାଗଣାରେ ମିଳିବ ଆମାଜନ ପ୍ରାଇମ ସବସ୍କ୍ରିପସନ୍: ତୁରନ୍ତ କରନ୍ତୁ ଏହି କାମ

ନୂଆଦିଲ୍ଲୀ: ଯଦି ଆପଣଙ୍କ ପାଖରେ ବର୍ତ୍ତମାନ ପର୍ଯ୍ୟନ୍ତ ଆମାଜନ ପ୍ରାଇମର ସବସ୍କ୍ରିପସନ୍ ନାହିଁ, ତେବେ ଆପଣଙ୍କୁ ଏବେ ଏହାକୁ ବ୍ୟବହାର କରିବା ପାଇଁ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ନାହିଁ କାରଣ ବର୍ତ୍ତମାନ ଆପଣଙ୍କୁ…

ମରାଠୀ ଅଭିନେତା ରବିନ୍ଦ୍ର ମହାଜନୀଙ୍କ ପରଲୋକ: ଘରର କବାଟ ଭାଙ୍ଗି ଶବକୁ କରାଯାଇଥିଲା ବାହାର

ମରାଠୀ ସିନେମାର ଜଣାଶୁଣା ଅଭିନେତା ରବିନ୍ଦ୍ର ମହାଜନୀଙ୍କ ଦେହାନ୍ତ ହୋଇଛି। ୭୭ ବର୍ଷିୟ ରବିନ୍ଦ୍ର ମହାଜନୀଙ୍କ ମୃତ ଦେହ ତାଙ୍କ ଫ୍ଲାଟରୁ ଉଦ୍ଧାର ହୋଇଛି ।  ପୁନେର ଅମ୍ବି ଗାଁରେ ଭଡାରେ ଏକ ଫ୍ଲାଟରେ ରହୁଥିଲେ ।…

ବୁଦ୍ଧିମାନ ହୋଇଥିଲେ ହେଁ ଅହଂଙ୍କାର ପାଇଁ ସବୁକିଛି ବରବାଦ କରିଦିଅନ୍ତି ଏହି ୩ ରାଶିର ବ୍ୟକ୍ତି

ଜ୍ୟୋତିଷଶାସ୍ତ୍ରରେ ରାଶି ଅନୁଯାୟୀ ଗୁଣ, ଦୋଷ ଏବଂ ସ୍ବଭାବ ଆଦି ବିଷୟରେ ଭବିଷ୍ୟବାଣୀ କରାଯାଇଥାଏ। କିଛି ଲୋକ ବହୁତ ବୁଦ୍ଧିମାନ ହୋଇଥିଲେ ହେଁ ଅହଂଙ୍କାର ପାଇଁ ସବୁକିଛି ବରବାଦ କରିଦେଇଥାନ୍ତି। ଆସନ୍ତୁ ଜାଣିବା:…

କୋଟି କୋଟି ଗ୍ରାହକଙ୍କୁ ଖରାପ ଖବର ଶୁଣାଇଲା SBI: କାଲିଠୁ ହେବାକୁ ଯାଉଛି ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଏସବିଆଇ କୋଟି କୋଟି ଗ୍ରାହକଙ୍କୁ ଏକ ବଡ଼ ଝଟକା ଦେଇଛି । ଆସନ୍ତାକାଲି ଠାରୁ ବ୍ୟାଙ୍କ ୧୫ ଜୁଲାଇରୁ ଏକ ବିଶେଷ ପରିବର୍ତ୍ତନ କରିବାକୁ ଯାଉଛି, ଯାହା ବ୍ୟାଙ୍କ ଗ୍ରାହକଙ୍କ…

ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ପାଠ୍ୟକ୍ରମରେ ସାମିଲ ହେବ ପ୍ରଯୁକ୍ତିବିଦ୍ୟା ଏବଂ କୋଡିଂ: ଓଡ଼ିଶା ସରକାରଙ୍କ ନିଷ୍ପତ୍ତି

ଭୁବନେଶ୍ୱର: ରାଜ୍ୟର ସରକାରୀ ଓ ଅନୁଦାନପ୍ରାପ୍ତ ଉଚ୍ଚବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ କୌଶଳୀ ସ୍କୁଲ କ୍ଲବ୍‍ ଜରିଆରେ ପ୍ରଯୁକ୍ତିବିଦ୍ୟା ଓ କୋଡିଂ ଶିକ୍ଷା ଦିଆଯିବ । ସେମାନଙ୍କୁ ଶିକ୍ଷାଦାନ କରିବା ଲାଗି…

ଆପଣଙ୍କ ଶରୀରରେ ଏପରି ଲକ୍ଷଣ ଦେଖାଯାଉଥିଲେ ହୋଇଯାଅ ସାବଧାନ୍ ! ହୋଇପାରେ ଲିଭର୍ କ୍ୟାନ୍ସର

କ୍ୟାନ୍ସରକୁ ସବୁଠାରୁ ମାରାତ୍ମକ ରୋଗ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ  । ଯଦି ଲିଭରରେ କ୍ୟାନ୍ସର ହୁଏ, ତେବେ ରୋଗୀ ଏବଂ ଡାକ୍ତରଙ୍କ ପାଇଁ ଏହା ଆହୁରି ଜଟିଳ ହୋଇଯାଏ  । ଲିଭର କୋଷରୁ ଲିଭର କ୍ୟାନ୍ସର ଆରମ୍ଭ…

ଧନୀ ହେବାକୁ ଚାହୁଁଥିଲେ ଆପଣାନ୍ତୁ ଚାଣକ୍ୟ ନୀତି, ପ୍ରସନ୍ନ ହେବେ ଭଗବାନ

ଜୀବନରେ ସଫଳତା ପାଇଁ ବିଭିନ୍ନ ନୀତି ବିଷୟରେ କହିଛନ୍ତି ଆଚାର୍ଯ୍ୟ ଚାଣକ୍ୟ ତାଙ୍କର ଚାଣକ୍ୟ ନୀତିରେ କହିଛନ୍ତି । ତାଙ୍କଦ୍ୱାରା କୁହାଯାଇଥିବା କଥା ଜୀବନରେ କୌଣସି ନା’ କୌଣସି ପ୍ରକାରେ ବାସ୍ତବିକ୍ ସତକୁ ଦେଖାଇଥାଏ ।…

ଡାକ୍ତରଙ୍କ ଚମତ୍କାର: କାର ଦୁର୍ଘଟଣାରେ ବେକରୁ ଅଲଗା ହୋଇଥିବା ମୁଣ୍ଡକୁ ପୁଣିଥରେ ଯୋଡିଦେଲେ

ଜେରୁସଲମ୍: ଇସ୍ରାଏଲ୍ ଡାକ୍ତରମାନେ ଏକ ଚମତ୍କାର କରି ଦେଖାଇଛନ୍ତି । ଏଠାରେ ଡାକ୍ତରମାନେ ସଫଳତାର ସହିତ ଏକ ୧୨ ବର୍ଷର ବାଳକର ମୁଣ୍ଡକୁ ତାଙ୍କ ବେକରେ ପୁଣି ଯୋଡିଛନ୍ତି । ସାଇକେଲ ଚଲାଇବା ସମୟରେ କାର୍ ଧକ୍କା ହେବା…

ମୌସୁମୀ ସମୟରେ ଆପଣଙ୍କୁ ଅସୁସ୍ଥ କରିପାରେ କାରର ଏସି: ଏପରି ଭାବରେ ରୁହନ୍ତୁ ସୁରକ୍ଷିତ

ନୂଆଦିଲ୍ଲୀ: ସାରା ଦେଶରେ ପ୍ରବଳ ବର୍ଷା ଜାରି ରହିଛି । ରାସ୍ତାରେ ଭର୍ତ୍ତି ହୋଇଥିବା ପାଣି ଯାନବାହାନକୁ ଖରାପ କରୁଥିବାବେଳେ ଘରେ ପାର୍କିଂ ହୋଇଥିବା ଗାଡିଗୁଡ଼ିକରେ ମଧ୍ୟ ଲଗାତାର ବର୍ଷା ଯୋଗୁଁ କିଛି ନା କିଛି ସମସ୍ୟା…

ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୧ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୧ଟି ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି । ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର,…