ବାରମ୍ବାର ଖାଦ୍ୟକୁ ଗରମ କରି ଖାଉଥିଲେ ସାବଧାନ ! ଶରୀର ପାଇଁ କ୍ଷତିକାରକ

ପ୍ରାୟ ସମୟରେ ଖାଦ୍ୟ ବଳକା ରହିଗଲେ ଆମେ ତାକୁ ଫ୍ରିଜ୍‌ରେ ରଖି ଦେଇଥାଉ। ପରେ ସେହି ଖାଦ୍ୟକୁ ପୁଣି ଥରେ ଗରମ କରି ସର୍ଭ କରିଥାଉ। କିନ୍ତୁ ଜାଣିଛନ୍ତି କି, ଦ୍ୱିତୀୟ ଥର ଗରମ କରି ଖାଉଥିବା ଖାଦ୍ୟ ଆମ ଶରୀର ପାଇଁ କେତେ…

ଦତିଆରେ ବଡ଼ ଦୁର୍ଘଟଣା, ନଦୀକୁ ଖସିଲା ଅନିୟନ୍ତ୍ରିତ ଟ୍ରକ୍, ୧୦ ମୃତ: ବିବାହ ଉତ୍ସବରେ ସାମିଲ ହେବାକୁ ଯାଉଥିବା ସୂଚନା

ଦତିଆ: ମଧ୍ୟପ୍ରଦେଶର ଦତିିଆରେ ଏକ ଭୟଙ୍କର ଦୁର୍ଘଟଣା ଘଟିଥିବାର ଖବର ସାମ୍ନାକୁ ଆସୁଛି । ଏଠାରେ ଏକ ଅନିୟନ୍ତ୍ରିତ ଆଇଚର୍ ଟ୍ରକ୍ ଫୁଲିଯାଇଥିବା ନଦୀରେ ଖସିପଡିଛି, ଯେଉଁଥିରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୦ ରୁ…

ଝିଅଙ୍କ ହାତ ଧରିବା ବା ସାଙ୍ଗରେ ବସିବା ଉପରେ ଏହି କଲେଜ ଲଗାଇଦେଲା ବ୍ୟାନ୍, ଜାଣନ୍ତୁ ମାମଲା

ନୂଆଦିଲ୍ଲୀ: ଦେଶର ଅଗ୍ରଣୀ ଶିକ୍ଷାନୁଷ୍ଠାନ ମଧ୍ୟରେ ସାମିଲ ପଶ୍ଚିମବଙ୍ଗର କୋଲକାତାର ପ୍ରେସିଡେନ୍ସି କଲେଜ ଛାତ୍ରଛାତ୍ରୀଙ୍କ ପାଇଁ ଏକ ନୂଆ ଆଦେଶ ଜାରି କରିଛି । ଏହି ନିଷ୍ପତ୍ତି ଅନୁଯାୟୀ, କଲେଜର ଛାତ୍ରଛାତ୍ରୀମାନେ…

ଅଳ୍ପକେ ବଞ୍ଚିଗଲା ବିମାନରେ ଥିବା ୨୧୪ ଜଣ ଲୋକଙ୍କର ଜୀବନ: ଫିଲିପାଇନ୍ସରେ VietJe ବିମାନର ଜରୁରୀ ଅବତରଣ

ନୂଆଦିଲ୍ଲୀ: ଟେକନିକାଲ ତ୍ରୁଟି କାରଣରୁ ବୁଧବାର ସକାଳେ ଭିଏତଜେଟ୍ ବିମାନ ଉତ୍ତର ଫିଲିପାଇନ୍ସରେ ଜରୁରୀକାଳୀନ ଅବତରଣ କରିଥିଲା । ବିମାନରେ ୨୧୪ ଜଣ ଲୋକ ଥିଲେ ଏବଂ ସମସ୍ତେ ସୁରକ୍ଷିତ ଅଛନ୍ତି । ଫିଲିପାଇନ୍ସର…

ଆପଣ ସ୍ୱପ୍ନରେ ନିଆଁ ବା ପାଣି ଦେଖୁଛନ୍ତି କି ? ଜାଣନ୍ତୁ କ’ଣ ରହିଛି ଏହାର ସଙ୍କେତ

ଅନେକ ଲୋକ ରାତିରେ ଶୋଇବା ବେଳେ ଅନେକ ପ୍ରକାର ସ୍ୱପ୍ନ ଦେଖିଥାନ୍ତି । ଯାହାକୁ ଆମେ ସକାଳୁ ଭୁଲି ମଧ୍ୟ ଯାଉ । ସ୍ୱପ୍ନ କେତେବେଳେ ଆସିବ କହି କରି ଆସିନଥାଏ । କିଛି ସ୍ୱପ୍ନ ନିଦରୁ ଉଠିବା ପରେ ମନେ ରହିଥାଏ ତ କିଛି…

ମଧ୍ୟପ୍ରଦେଶର ଲୋକମାନେ କାହାକୁ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବରେ ଦେଖିବାକୁ ଚାହୁଁଛନ୍ତି ? ସାମ୍ନାକୁ ଆସିଲା ମୋଦୀ-ରାହୁଲଙ୍କ ବ୍ୟତୀତ ତୃତୀୟ…

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପାଇଁ ରାଜନୈତିକ ଦଳର ପ୍ରସ୍ତୁତି ଆରମ୍ଭ ହୋଇଛି ଏବଂ ସମସ୍ତ ଦଳ ମଧ୍ୟ ପ୍ରତ୍ୟେକ ରାଜ୍ୟର ଲୋକଙ୍କୁ ନିଜ ଆଡକୁ ଆକର୍ଷିତ କରିବାରେ ଲାଗିପଡିଛନ୍ତି । ଲୋକସଭା ନିର୍ବାଚନ ପାଇଁ ଏକ…

ଆଙ୍ଗୁଠି ଫୁଟାଉଥିଲେ ହୋଇପାରେ ଆର୍ଥ୍ରାଇଟିସ୍‌ ସମସ୍ୟା: ରିପୋର୍ଟ

ଆଙ୍ଗୁଠି ଫୁଟାଇବା ବହୁତ ଖରାପ ଅଭ୍ୟାସ । ଯଦି ଏହି ଅଭ୍ୟାସ ଦୀର୍ଘ ବର୍ଷ ଧରି ଲାଗି ରହେ ତେବେ ଭବିଷ୍ୟତରେ ଗୁରୁତର ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେବାର ଆଶଙ୍କା ରହିଛି। ଏପରି ତଥ୍ୟ ବିଷୟରେ କାନାଡା ୟୁନିଭର୍ସିଟି…

ଜନ୍ମବେଦୀରେ ସରି ଆସୁଛି ଲୀଳାଖେଳା: ଆଜି ବାହୁଡିବେ ମହାବାହୁ

ପୁରୀ : ଜନ୍ମବେଦୀରେ ସରିସରି ଆସୁଛି ମହାପ୍ରଭୁଙ୍କ ଲୀଳାଖେଳା । ରତ୍ନବେଦୀ ଛାଡି ଜନ୍ମବେଦୀକୁ ଯାଇଥିବା ମହାପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କର ନବଦିନାତ୍ମକ ଲୀଳାଖେଳା ସାରି ବୁଧବାର ବଡଦାଣ୍ଡକୁ ବାହୁଡିବେ । ଏଥିନେଇ…

ଆପଣଙ୍କ ପିଲା ଚଗଲା ହେଉଛି କି ? ପାଠ ପଢ଼ୁନଥିଲେ ଆପଣାନ୍ତୁ ଏହି ଟିପ୍ସ

ସମସ୍ତ ଅଭିଭାବକ ମାନଙ୍କର ସ୍ବପ୍ନ ଥାଏ ଯେ ସେମାନଙ୍କର ପିଲା ପାଠ ପଢ଼ି ଭଲ ମଣିଷ ହେବ। ହେଲେ ଆଜିକାଲି ଅଧିକରୁ ଅଧିକ ପିଲା ପାଠପଢ଼ାରେ କମ ଡିଜିଟାଲ ଦୁନିଆରେ ଅଧିକ ମନ ଲଗାଉଛନ୍ତି। ତେଣୁ ଅଭିଭାବକ ମାନଙ୍କର ଚିନ୍ତା…

ମୁଖ୍ୟ ଶାସନ ସଚିବଙ୍କୁ କେନ୍ଦ୍ରର ଚିଠି : IAS ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର: ଓଡ଼ିଶା କ୍ୟାଡରର ଜଣେ ଆଇଏଏସ୍ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ର କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ଅନୁସଚିବ ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।…