ଅଧ୍ୟୟନ ରିପୋର୍ଟରୁ ଖୁଲାସା: ରାତିରେ କୃତ୍ରିମ ଆଲୋକ ବଢ଼ାଇଥାଏ ଡାଇବେଟିସର ବିପଦ
ନୂଆଦିଲ୍ଲୀ: ରାତିରେ ବାହ୍ୟ କୃତ୍ରିମ ଆଲୋକ (LAN) ଡାଇବେଟିସ ଆକ୍ରାନ୍ତ ରୋଗୀଙ୍କ ବିପଦକୁ ବଢ଼ାଉଥିବା ଏକ ଅଧ୍ୟୟନ ରିପୋର୍ଟରୁ ପ୍ରକାଶ ପାଇଛି। ୟୁରୋପିଆନ୍ ଆସୋସିଏଶନ୍ ପକ୍ଷରୁ ପ୍ରକାଶିତ ଜର୍ନାଲରେ ଏ ସମ୍ପର୍କିତ…