ବୟସ ଅନୁଯାୟୀ କେତେ ରହିବ ଆପଣଙ୍କର ବ୍ଲଡ ସୁଗାର ଲେବଲ ? ଜାଣନ୍ତୁ ଆପଣଙ୍କ ପାଇଁ କେତେ ଠିକ୍
ମଧୁମେହ ଏକ ଅତ୍ୟନ୍ତ ଜଟିଳ ରୋଗ, ଥରେ ଏହା ଯାହାକୁ ହୋଇଯାଏ ତେବେ ଜୀବନସାରା ପିଛା ଛାଡ଼ିନଥାଏ । ଏପର୍ଯ୍ୟନ୍ତ ବୈଜ୍ଞାନିକମାନେ ଏହାର ଚିକିତ୍ସା ଖୋଜି ପାଇ ନାହାଁନ୍ତି । ଭାରତକୁ ମଧୁମେହର ରାଜଧାନୀ ମଧ୍ୟ କୁହାଯାଏ କାରଣ…