କଲରା ଖାଇଲେ କିମ୍ବା ଏହାର ଜୁସ୍ ପିଇଲେ ଡାଇବେଟିସ୍ ସହ କ୍ୟାନ୍ସର ମଧ୍ୟ ଭଲ ହୋଇଯିବ
ଅଧିକାଂଶ ଲୋକ କଲରା ଖାଇବାକୁ ପସନ୍ଦ କରି ନ ଥାନ୍ତି। କିନ୍ତୁ କଲରାର ଅନେକ ଉପକାରୀ ଗୁଣ ରହିଛି। ଏହାକୁ ଖାଇଲେ କିମ୍ବା ଏହାର ଜୁସ୍ ପିଇଲେ ଖାଲି ଡାଏବେଟିସ୍ ନୁହେଁ ପ୍ରାଣଘାତୀ କ୍ୟାନସର୍ ମଧ୍ୟ ଭଲ ହୋଇଥାଏ ବୋଲି…