ଆଣ୍ଡ୍ରଏଡ୍ ୟୁଜର୍ସ ସାବଧାନ! କ’ଣ ଆପଣଙ୍କ ପାଖରେ ଅଛି କି ଏହି ଲିଙ୍କ ? କ୍ଲିକ୍ କରିବା ମାତ୍ରେ ଉଡ଼ିଯିବ ହ୍ୱାଟ୍ସଆପ୍
ନୂଆଦିଲ୍ଲୀ: ହ୍ୱାଟ୍ସଆପ୍ ହେଉଛି ଅଗ୍ରଣୀ ମେସେଜିଂ ଆପ୍, ଯେଉଁଥିରେ ଅନେକ ଫିଚର୍ସ ଓ ଗୋପନୀୟତା ବିକଳ୍ପ ରହିଛି । ଏହା ପରେ ବି ଏକ ବଗ୍ କାରଣରୁ ଏହା କ୍ରାସ୍ ହେଉଛି, ଯେଉଁଥିପାଇଁ ଅଭିଯୋଗ ହେଉଛି । ଆଣ୍ଡ୍ରଏଡ୍ ଅଥରିଟି…