ଗରମରେ ଭୁଲରେ ବି ଖାଆନ୍ତୁ ନାହିଁ ଏହି ୫ଟି ଜିନିଷ: ଶରୀରକୁ ପହଞ୍ଚିଥାଏ କ୍ଷତି
ପ୍ରତ୍ୟେକ ଋତୁରେ ସୁସ୍ଥ ରହିବା ପାଇଁ ବ୍ୟକ୍ତିଙ୍କୁ ଖାଇବା-ପିଇବା ସହ ଜଡିତ କିଛି ନିୟମ ପାଳନ କରିବା ଆବଶ୍ୟକ । ଖାଦ୍ୟ ସହ ଜଡିତ ନିୟମଗୁଡିକ ଅନୁସରଣ କରି ଜଣେ ବ୍ୟକ୍ତି ସୁସ୍ଥ ରହିପାରିବ । ବର୍ତ୍ତମାନ ଗ୍ରୀଷ୍ମ ୠତୁ…