ପ୍ରାକୃତିକ ଚାଷରେ ଯୋଡିହେବେ ୩ କୋଟି ଚାଷୀ: ୧୦,୦୦୦ ବାୟୋ ଇନପୁଟ୍ ରିସର୍ଚ୍ଚ ସେଣ୍ଟର ଖୋଲିବାକୁ ଯାଉଛନ୍ତି ସରକାର
ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କୃଷି କ୍ଷେତ୍ର ପାଇଁ ବଜେଟରେ ବଡ଼ ଘୋଷଣା କରିଛନ୍ତି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ପ୍ରାକୃତିକ ଚାଷ ଗ୍ରହଣ କରୁଥିବା କୃଷକମାନେ ସମ୍ପୂର୍ଣ୍ଣ…