ଫେବୃଆରୀରେ ୧୦ ଦିନ ପାଇଁ ବନ୍ଦ ରହିବ ବ୍ୟାଙ୍କ, ଚେକ୍ କରନ୍ତୁ ସମ୍ପୂର୍ଣ୍ଣ ଲିଷ୍ଟ୍
ନୂଆଦିଲ୍ଲୀ: ୨୦୨୩ ବର୍ଷର ପ୍ରଥମ ମାସ ଅର୍ଥାତ୍ ଜାନୁଆରୀ ଶୀଘ୍ର ଶେଷ ହେବାକୁ ଯାଉଛି । ଏଭଳି ପରିସ୍ଥିତିରେ ବର୍ଷର ଦ୍ୱିତୀୟ ମାସ ଅର୍ଥାତ୍ ଫେବୃଆରୀ ଆରମ୍ଭ ପୂର୍ବରୁ ବ୍ୟାଙ୍କ କେତେ ଦିନ ବନ୍ଦ ରହିବ, ତାହା ଜାଣିବା…