ପ୍ରଥମେ ଟଙ୍କା ସରିଲା, ପରେ ବିଦ୍ୟୁତ୍ ଦେଲା ଧୋକା: ପାକିସ୍ତାନ ମୁଣ୍ଡରେ ଚଡକ
ଇସଲାମାବାଦ: ପାକିସ୍ତାନର ଆର୍ଥିକ ଅବସ୍ଥା ଖରାପ ହେବା ମଧ୍ୟରେ ବିଜୁଳି ସଙ୍କଟ ଆହୁରି ବଢିଯାଇଛି । ରାଜଧାନୀ ଇସଲାମାବାଦ ସହିତ ଲାହୋର ଏବଂ କରାଚିରେ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ କଟୁଛି ଦେଖାଦେଇଛି ।
ଗତ କିଛି ଦିନ…