କମ୍ ପାଣି ପିଉଥିବା ଲୋକଙ୍କୁ ଶୀଘ୍ର ମରିବାର ବିପଦ: ଜାଣନ୍ତୁ କେତେ ଗ୍ଲାସ୍ ଜରୁରୀ ? ଜାଣନ୍ତୁ କ’ଣ କହୁଛି ନୂଆ ରିସର୍ଚ୍ଚ

ଜଳ ହିଁ ଜୀବନ । ଏହା ତ ସମସ୍ତଙ୍କୁ ଜଣା, କିନ୍ତୁ ଏହି ତିନୋଟି ଶବ୍ଦର ଗମ୍ଭୀରତା ବିଷୟରେ ଖୁବ୍ କମ୍ ଲୋକ ଜାଣିଥିବେ । ଯଦି ବିଜ୍ଞାନକୁ ବିଶ୍ୱାସ କରାଯାଏ, ତେବେ କମ୍ ପାଣି ପିଉଥିବା ଲୋକମାନଙ୍କୁ ଅନେକ ଗୁରୁତର ରୋଗ…

ଆସନ୍ତା ୨୪ ଘଣ୍ଟା ପାଇଁ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ : ଘନ କୁହୁଡ଼ିକୁ ନେଇ ସତର୍କ କଲେ SRC

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ଯାଏଁ ରାଜ୍ୟର ପାଣିପାଗ ଶୁଷ୍କ ରହିବା ସହ ବିଭିନ୍ନ ସ୍ଥାନରେ ହାଲୁକାରୁ ଘନ କୁହୁଡ଼ି ରହିବାର ଆଶଙ୍କା ରହିଛି । ଏପରିକି ଢେଙ୍କାନାଳ, ଅନୁଗୁଳ, କଟକ, କେନ୍ଦୁଝର, ଯାଜପୁର, ଭଦ୍ରକ,…

Amazon ଆପରେ ରୋଜଗାର କରିବାର ସୁଯୋଗ: ଘରେ ବସି ଜିତିପାରିବେ ୫୦୦ ଟଙ୍କା, ଜାଣନ୍ତୁ କିପରି ?

ନୂଆଦିଲ୍ଲୀ : ଇ-କମର୍ସ ପ୍ଲାଟଫର୍ମ ଆମାଜନରେ ଦୈନିକ ଆପ୍ କୁଇଜର ନୂଆ ଏଡିସନ୍ ଆରମ୍ଭ ହୋଇଛି । ଅନଲାଇନ୍ ସପିଂ ପ୍ଲାଟଫର୍ମ Amazon ଆଜି ଏହାର Quizରେ ଆମାଜନ ପେ ବାଲାନ୍ସରେ ୫୦୦ ଟଙ୍କା ଜିତିବାର ସୁଯୋଗ ଦେଉଛି ।…

ପୈତୃକ ସମ୍ପତ୍ତିରେ ଝିଅ ଏବଂ ଭଉଣୀର ଅଧିକାରରେ ହେବନି ପରିବର୍ତ୍ତନ: ହାଇକୋର୍ଟ

ନୂଆଦିଲ୍ଲୀ: ପୈତୃକ ସମ୍ପତ୍ତିରେ ଝିଅ ଏବଂ ଭଉଣୀର ଅଧିକାରକୁ ନେଇ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି ଗୁଜରାଟ ହାଇକୋର୍ଟ। ଶୁକ୍ରବାର ଏକ ପିଟିସନର ଶୁଣାଣି ବେଳେ ଗୁଜରାଟ ହାଇକୋର୍ଟ କହିଛନ୍ତି ଯେ, ଝିିଅ ଓ ଭଉଣୀଙ୍କ ପ୍ରତି…

ମସ୍କରା ମୁଣ୍ଡବିନ୍ଧାର କାରଣ ହୋଇପାରେ କି? ଜାଣନ୍ତୁ ଏହାର ବୈଜ୍ଞାନିକ କାରଣ

ସାଧାରଣତଃ ବ୍ୟବହୃତ ପ୍ରସାଧନ ପଦାର୍ଥ ମଧ୍ୟରୁ ମସ୍କରା ହେଉଛି ଗୋଟିଏ। ଏହା ଆପଣଙ୍କ ଆଖିକୁ ବଡ଼ ଏବଂ ଅଧିକ ଉଜ୍ଜ୍ବଳ କରିପାରେ। କିନ୍ତୁ କଣ ମସ୍କରା ଆପଣଙ୍କ ମୁଣ୍ଡବିନ୍ଧାର କାରଣ ହୋଇଥାଏ କି ? ଆସନ୍ତୁ ଜାଣିବା ମସ୍କରା…

ଅବସର ଘୋଷଣା କଲେ ଷ୍ଟାର ଟେନିସ୍ ଖେଳାଳି ସାନିଆ ମିର୍ଜା: ଅଷ୍ଟ୍ରେଲୀୟ ଓପନ୍ ହେବ ତାଙ୍କର ଶେଷ ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ: ଭାରତୀୟ ଟେନିସ୍ ତାରକା ସାନିଆ ମିର୍ଜା ଅଫିସିଆଲ ଭାବେ ପ୍ରୋଫେସନାଲ ଟେନିସକୁ ଅଲବିଦା କହିଛନ୍ତି । ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ କରି ସେ ଏହାର ଘୋଷଣା କରିଛନ୍ତି । ଭାରତୀୟ ଟେନିସ୍ ଷ୍ଟାର…

ଶେଷ ହେଲା ଶ୍ରୀଜୀଉଙ୍କ ପହିଲି ଭୋଗ ନୀତି: କାଲି ମକର ବେଶରେ ଦେଖାଦେବେ ମହାପ୍ରଭୁ

ପୁରୀ: ଶ୍ରୀମନ୍ଦିରରେ ଚାଲିଥିବା ଶ୍ରୀଜୀଉଙ୍କର ଏକମାସ ବ୍ୟାପୀ ପହିଲି ଭୋଗ ନୀତି ଆଜି ଶେଷ ହୋଇଛି । ଆସନ୍ତାକାଲି ମକର ସଂକ୍ରାନ୍ତିଠାରୁ ସୂର୍ଯ୍ୟଙ୍କର ଦକ୍ଷିଣାୟନ ଗତି ଆରମ୍ଭ ହେବ । ଏହି ଅବସରରେ ଶ୍ରୀମନ୍ଦିରରେ…

ବିଜୟରୁ ଆରମ୍ଭ ହେଲା ଭାରତର ହକି ବିଶ୍ୱକପ୍ ଅଭିଯାନ: ୨-୦ ଗୋଲରେ ସ୍ପେନକୁ ହରାଇଲା

ଭୁବନେଶ୍ୱର: ପୁରୁଷ ହକି ବିଶ୍ୱକପର ପ୍ରଥମ ମ୍ୟାଚରେ ବାଜି ମାରିଛି ଭାରତ । ଭାରତ ୨-୦ ଗୋଲରେ ସ୍ପେନକୁ ହରାଇଛି । ଅମିତ ରୋହିତାସ ଓ ହାର୍ଦ୍ଦିକ ସିଂ ଗୋଲ କରିଥିଲେ । ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଚାଲିଥିଲା ଏହି…

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୯ଟି ଜିଲ୍ଲାରେ ଘନକୁହୁଡ଼ି : ଜାରିହେଲା ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୯ଟି ଜିଲ୍ଲାରେ ଘନକୁହୁଡ଼ି ଦୃଶ୍ୟମାନ ହେବାର ସମ୍ଭାବନା ରହିଛି । ଏନେଇ ପୂର୍ବାନୁମାନ କରିବା ସହ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର ।ଆସନ୍ତା ୨୪ ଘଣ୍ଟା ଯାଏଁ…

୨୦୨୫ ସୁଦ୍ଧା ଭାରତର ଯୁବବର୍ଗଙ୍କୁ ଧନ୍ଦାମୂଳକ ଶିକ୍ଷାରେ ସଶକ୍ତ କରାଯିବ: କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଘୋଷଣା

୨୦୨୫ ସୁଦ୍ଧା ଭାରତର ୫୦ ପ୍ରତିଶତ ଯୁବବର୍ଗଙ୍କୁ ଧନ୍ଦାମୂଳକ ଶିକ୍ଷାରେ ସଶକ୍ତ କରାଯିବାର ଲକ୍ଷ୍ୟ ରଖାଯାଇଛି ବୋଲି ଆଜି ‘ଭଏସ୍‍ ଅଫ୍‍ ଗ୍ଲୋବାଲ ସାଉଥ୍‍ ସମ୍ମିଟ୍‍’ରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତାବିକାଶ ଓ…