ବିବାହ ନିଷ୍ପତ୍ତି ନେବା ପୂର୍ବରୁ ଏହି ବିଷୟରେ କରନ୍ତୁ ବିଚାର: ନଚେତ୍ ପଛରେ କରିବେ ପଶ୍ଚାତାପ
ବାହାଘର ମସ୍ତଙ୍କ ଜୀବନର ଏକ ବଡ଼ ନିଷ୍ପତ୍ତି । ଏପରି ପରିସ୍ଥିତିରେ ସାରାଜୀବନର ନିଷ୍ପତ୍ତିକୁ ଥଣ୍ଡା ମୁଣ୍ଡରେ ଓ ବୁଝି ବିଚାରି କରିବା ଉଚିତ୍ । ଆଜିକାଲି ଏପରି ଅନେକ ପରିବାର ଅଛନ୍ତି, ଯେଉଁମାନେ ନିଜ ପିଲାଙ୍କୁ…