ଆସିଲା ସର୍ଭେ ରିପୋର୍ଟ: ଦିଲ୍ଲୀ ଦେଶର ସବୁଠୁ ପ୍ରଦୂଷିତ ସହର, ଜାଣନ୍ତୁ ଦ୍ୱିତୀୟ ନମ୍ବରରେ କେଉଁ ସହର ?

ନୂଆଦିଲ୍ଲୀ: ଦେଶର ଜାତୀୟ ରାଜଧାନୀ ନୂଆଦିଲ୍ଲୀ ସବୁଠୁ ପ୍ରଦୂଷିତ ସହରର ମାନ୍ୟତା ପାଇଛି । ଏବେ ପ୍ରଦୂଷଣ ମାମଲାରେ ଦିଲ୍ଲୀ ୧ ନମ୍ବରରେ ପହଞ୍ଚି ଯାଇଛି । ୨୦୧୯ରେ ପ୍ରଦୂଷଣ ତାଲିକାରେ ଦିଲ୍ଲୀର ସ୍ଥାନ ୩ ନମ୍ବରରେ…

ହକି ପାଇଁ କଟକରେ ଟ୍ରାଫିକ୍ କଟକଣା: ଜାଣନ୍ତୁ ମ୍ୟାଚ୍ ଦେଖିବା ପାଇଁ କେଉଁ ରୁଟରେ ଯିବେ ?

କଟକ (ଓଡ଼ିଶା ଭାସ୍କର): ଆଜି କଟକ ବାରବାଟୀ ଷ୍ଟାଡିୟମରେ ପୁରୁଷ ହକି ବିଶ୍ୱକପ୍‌ର ମହୋତ୍ସବ ସମାରୋହ ଆୟୋଜିତ ହେବ। ଏଥିପାଇଁ କଟକ ସହର ଓ ବାରବାଟୀ ଷ୍ଟାଡୀୟମକୁ ଆକର୍ଷଣୀୟ ଢଙ୍ଗରେ ସଜାଯାଇଛି। ପ୍ରାୟ ୩ ସପ୍ତାହ ଧରି…

ଆଣ୍ଟିବାୟୋଟିକ୍ ଯୋଗୁଁ ୪୮% ବଢ଼ିଯାଏ ପେଟ ସମସ୍ୟା! ୪୦ ବର୍ଷ ବୟସ ପରେ ହୋଇଯାଅ ସାବଧାନ୍: ରିପୋର୍ଟରୁ ଖୁଲାସା

୪୦ ବର୍ଷ ବୟସ ପରେ ଆଣ୍ଟିବାୟୋଟିକ ମେଡିସିନ୍ ସାବଧାନର ସହ ଖାଆନ୍ତୁ, କାରଣ ଏହା ଯୋଗୁଁ ପ୍ରଦାହଜନକ ଅନ୍ତଃସ୍ଥଳୀ (ଆଇବିଡି) ହେବାର ଆଶଙ୍କା ୪୮ ପ୍ରତିଶତ ବଢ଼ିଯାଇଥାଏ । ଗଟ ଜର୍ନାଲରେ ପ୍ରକାଶିତ ରିପୋର୍ଟ ମୁତାବକ,…

ସ୍କିଜୋଫ୍ରେନିଆ କ’ଣ, କିପରି ଚିହ୍ନିବେ ଲକ୍ଷଣ ? ଏହାକୁ ନେଇ ଚେତାବନୀ ଦେଲା WHO

ନୂଆଦିଲ୍ଲୀ: ଯଦି ଦୁନିଆରେ କଳ୍ପନା ଭଳି କୌଣସି ଜିନିଷ ନଥାନ୍ତା, ତେବେ ଅଧାରୁ ଅଧିକ ଦୁନିଆ ଶୂନ୍ୟ ହୋଇଥାନ୍ତା । ସମସ୍ତ କଳା କଳ୍ପନାରୁ ଉତ୍ପନ୍ନ ହୋଇଥାଏ । କଡ଼ା ତିକ୍ତାତାରୁ ବର୍ତ୍ତିବା ପାଇଁ ଲୋକମାନେ କେବଳ…

ଓଡ଼ିଆ କିମ୍ବା ଇଂରାଜୀ ଭାଷାରେ ଦେଇପାରିବେ OCS ପରୀକ୍ଷା: ସ୍ପଷ୍ଟ କଲା OPSC

ଭୁବନେଶ୍ୱର: ଓଡ଼ିଆରେ ଓସିଏସ୍‌(ଓଡ଼ିଶା ପ୍ରଶାସନିକ ସେବା) ପରୀକ୍ଷା ହେବା ନେଇ ମଙ୍ଗଳବାର ସ୍ପଷ୍ଟୀକରଣ ରଖିଛି ଓପିଏସସି(ଓଡ଼ିଶା ଲୋକସେବା ଆୟୋଗ) । ଓପିଏସସିର ବିଜ୍ଞପ୍ତି ଅନୁଯାୟୀ ଆଶାୟୀମାନେ ଓଡ଼ିଆରେ ଓଡ଼ିଶା…

୩ ମାସରେ ଚୀନକୁ ପଛରେ ପକାଇ ବିଶ୍ୱର ସବୁଠାରୁ ଜନବହୁଳ ଦେଶ ହେବ ଭାରତ: UN ରିପୋର୍ଟ

ନୂଆଦିଲ୍ଲୀ: ମିଳିତ ଜାତିସଂଘର ଜନସଂଖ୍ୟା ଡିଭିଜନର ଏକ ରିପୋର୍ଟରେ ପ୍ରକାଶ ପାଇଛି କି, ଆସନ୍ତା ତିନିମାସ ମଧ୍ୟରେ ଭାରତ ଚୀନକୁ ଅତିକ୍ରମ କରି ବିଶ୍ୱର ସବୁଠାରୁ ଜନବହୁଳ ଦେଶ ହେବ । ଏହି କାରଣରୁ ଉଭୟ ଦେଶରେ…

ଏପ୍ରିଲ ୧ରୁ ବଢ଼ିବ PM Kisanର ଟଙ୍କା ! ୬୦୦୦ ବଦଳରେ ଏବେ ମିଳିବ ଏତିକି ଟଙ୍କା

ନୂଆଦିଲ୍ଲୀ: ୧ ଫେବୃଆରୀ ୨୦୨୩ ରେ ଉପସ୍ଥାପିତ ହେବାକୁ ଥିବା ଆଗାମୀ ବଜେଟକୁ ନେଇ ଉଭୟ ଚାକିରିଆ ଓ ଚାଷୀଙ୍କର ବହୁତ ଆଶା ରହିଛି । ଏଥର ଚାକିରିଆଙ୍କୁ ଆୟକର ଛାଡ ମାମଲାରେ ଆରାମ ମିଳିବାର ସମ୍ଭାବନା ରହିଛି । ଏହା…

ହଜିଯାଇଛି କି PAN Card ? ତେବେ ତୁରନ୍ତ କରନ୍ତୁ ଏହି କାମ, ନଚେତ୍…

ନୂଆଦିଲ୍ଲୀ: ଆଜିକାଲି ପାନ୍ କାର୍ଡ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ, ଯାହା ମାଧ୍ୟମରେ ଆପଣ ଅନେକ ସରକାରୀ ଯୋଜନାର ଲାଭ ଉଠାଇପାରିବେ । ପାନ୍ କାର୍ଡ ଆବେଦନ ଦୁଇ ପ୍ରକାରର ରହିଛି- ଗୋଟିଏ ଭାରତୀୟଙ୍କ ପାଇଁ ଏବଂ…

ସାବଧାନ୍! ମାତ୍ର ୩ ସେକେଣ୍ଟରେ କପି ହୋଇପାରେ ଆପଣଙ୍କ ସ୍ୱର, ବନ୍ଧୁମାନଙ୍କୁ ଦେଇପାରେ ଧୋକା : ଜାଣନ୍ତୁ କିପରି

ଚେହେରା ପରି ଆପଣ ସ୍ୱର ମଧ୍ୟ ଆପଣଙ୍କୁ ଚିହ୍ନିବାର ଏକ ଭରସାଯୋଗ୍ୟ ଉପାୟ ମଧ୍ୟରୁ ଗୋଟିଏ । କିନ୍ତୁ ଯଦି ଏହା ସହଜରେ କପିହୋଇପାରେ, ତେବେ କ’ଣ କରିବେ ଆପଣ । ଉଦ୍ୱେଗଜନକ ବିଷୟ ହେଉଛି କି, ଏହା ପ୍ରକୃତରେ ହୋଇପାରେ ଏବଂ…

JEE Advanced ଓ JEE Mainରେ ୭୫% ଯୋଗ୍ୟତା ମାନଦଣ୍ଡକୁ ଶିକ୍ଷା ମନ୍ତ୍ରଣାଳୟ ଦେଲା ଆରାମ: ରିପୋର୍ଟ

ନୂଆଦିଲ୍ଲୀ: ଜେଇଇ ଆଶାୟୀ ପ୍ରାର୍ଥୀଙ୍କ ପାଇଁ ଆସିଛି ଏକ ଖୁସିଖବର । ଜେଇଇ ମେନ୍ ୨୦୨୩ ଯୋଗତ୍ୟ ମାନଦଣ୍ଡକୁ ସରକାର ଆରାମ ଦେଇଛନ୍ତି । ରିପୋର୍ଟ ଅନୁସାରେ, ଶିକ୍ଷା ମନ୍ତ୍ରଣାଳୟ(ଏମଓଇ) ଉଭୟ ଜେଇଇ ମେନ୍ ଓ ଜେଇଇ…