ଓଡ଼ିଶାରେ ବେଆଇନ ଲିଙ୍ଗ ନିରୂପଣ କ୍ଲିନିକ୍ ସଂପର୍କରେ ସୂଚନା ଦେଲେ ମିଳିବ ୨୫ହଜାର: ସ୍ୱାସ୍ଥ୍ୟ ବିଭାଗର ଗାଇଡଲାଇନ୍
ଭୁବନେଶ୍ବର : ବେଆଇନ ଲିଙ୍ଗ ନିରୂପଣ କରୁଥିଲେ ସାବଧାନ । ରାଜ୍ୟରେ ଏଣିକି ବେଆଇନ ଲିଙ୍ଗ ନିରୂପଣ କ୍ଲିନିକ୍/ହସ୍ପିଟାଲ ସଂପର୍କରେ ସୂଚନା ଦେଲେ ସୂଚନାଦାତାଙ୍କୁ ୨୫ହଜାର ଟଙ୍କା ମିଳିବ। ସୂଚନା ଦେଇଥିବା ବ୍ୟକ୍ତିଙ୍କ…