ମହିଳାଙ୍କ ଗର୍ଭରେ ବଢ଼ୁଥିବା ଶିଶୁଟି ଏହି କାରଣ ପାଇଁ ହୋଇଥାଏ କିନ୍ନର: ଜାଣନ୍ତୁ କାହିଁକି ?
ଗୋଟିଏ ସନ୍ତାନକୁ ଜନ୍ମ ଦେବା ପାଇଁ ଜଣେ ମହିଳାଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଶିଶୁଟି ଯେତେବେଳେ ଧରାପୃଷ୍ଠରେ ଅବତରଣ କରେ, ସେତେବେଳେ ମାଆମାନେ ସନ୍ତାନର ଖୁସି ପାଇଁ ନିଜର ସବୁ ଦୁଃଖକୁ ପାଶୋରି…