ମାଗଣା ରାସନ ପାଇବାରେ ହେଉଛି କି ଅସୁବିଧା ? ଏପରି କରନ୍ତୁ ଅଭିଯୋଗ, ଘରେ ପହଞ୍ଚିଯିବ ଗହମ ଓ ଚାଉଳ

ନୂଆଦିଲ୍ଲୀ: କରୋନା କାଳର ଲୋକଙ୍କୁ ସାହାଯ୍ୟ କରିବା ପାଇଁ ସରକାର ‘ପିଏମ ଗରିବ କଲ୍ୟାଣ ଯୋଜନା' ଆରମ୍ଭ କରିଥିଲେ, ଯାହା ଅଧୀନରେ ଲୋକଙ୍କୁ ମାଗଣା ରାସନ ଦିଆଯାଉଛି । ରାସନ କାର୍ଡର ହିତାଧିକାରୀମାନେ ଏହି ଯୋଜନାର ଲାଭ…

ସରକାରୀ କର୍ମଚାରୀ ପାଇଁ ବଢିଲା ଗୃହ ନିର୍ମାଣ ଋଣ ସହାୟତା ପରିମାଣ: ଜାଣନ୍ତୁ କେତେ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଗୃହ ନିର୍ମାଣ ଋଣକୁ ନେଇ ଚିନ୍ତାରେ ଥିବା ସରକାରୀ ଚାକିରିଆଙ୍କ ପାଇଁ ଆସିଛି ଖୁସିଖବର । ସପ୍ତମ ବେତନ କମିଶନ ସୁପାରିଶ ଭିତ୍ତିରେ ରାଜ୍ୟ ସରକାର ସରକାରୀ କର୍ମଚାରୀମାନଙ୍କ ପାଇଁ…

ମେଡାଲ ବିଜେତା ୯୪ ବର୍ଷୀୟ ‘ଦାଦି’ ଏୟାରପୋର୍ଟରେ କଲେ ଜବରଦସ୍ତ ଡ୍ୟାନ୍ସ, ଦେଖନ୍ତୁ Video

ନୂଆଦିଲ୍ଲୀ: ହରିୟାଣାରେ ରହୁଥିବା ଭଗୱାନୀ ଦେବୀ ୯୪ ବର୍ଷ ବୟସରେ ବିଶ୍ୱ ମାଷ୍ଟର୍ସ ଆଥଲେଟିକ୍ସ ଚାମ୍ପିଅନସିପରେ ଗୋଲ୍ଡ ଓ ୨ଟି ବ୍ରୋଞ୍ଜ ଜିତି ଭାରତକୁ ଗୌରାବାନ୍ୱିତ କରିଛନ୍ତି । ଭଗୱାନୀ ଦେବୀ ପଦକ ଜିତି ଭାରତକୁ…

ରୁଚିକାଙ୍କ ଆତ୍ମହତ୍ୟା ଘଟଣାରେ DCPଙ୍କ ବଡ଼ ବୟାନ: ଜାଣନ୍ତୁ କ’ଣ କହିଲେ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ମାମଲାରେ ଆଜି ବଡ଼ ବୟାନ ଦେଇଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ । ଏହି ମାମଲାରେ ରାଗିଂ ହୋଇନି । ରାଗିଂ ନେଇ କୌଣସି ସୁରାକ୍…

ବଢ଼ିଲା ପିଜି ଏଣ୍ଟ୍ରାନ୍ସ ଆବେଦନ ଅବଧି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କମନ ପିଜି ଏଣ୍ଟ୍ରାନ୍ସ ପାଇଁ ଆବେଦନ ଅବଧି ବଢ଼ିଛି । ଜୁଲାଇ ୧୭ ପର୍ଯ୍ୟନ୍ତ ଆବେଦନ ଅବଧି ବଢ଼ାଇଛି ଉଚ୍ଚଶିକ୍ଷା ବିଭାଗ । ସୂଚନା ଅନୁସାରେ, କମନ ପିଜି ଏଣ୍ଟ୍ରାନ୍ସ ପାଇଁ ଆଜି ଆବେଦନ ଅବଧି…

ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବ ଶିବସେନା!

ମୁମ୍ବାଇ: ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନ କରିବା ନେଇ ଏବେ ଆରମ୍ଭ ହୋଇଛି ରାଜନୀତି କନ୍ଦଳ । ଏହାରି ମଧ୍ୟରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ ଶିବସେନା ଘୋଷଣା କରିଛି । ଦଳର ବରିଷ୍ଟ…

(Video) ମହିଳାଙ୍କ ସହ ଫ୍ଲାଟରେ ରୋମାନ୍ସ କରୁଥିଲେ କନଷ୍ଟେବଳ: ଅଚାନକ୍ ପରିବାର ଲୋକଙ୍କୁ ଧରି ପହଞ୍ଚିଗଲେ ପତ୍ନୀ, ଆଉ ତା’ପରେ…

କାନପୁର: ଆଜିକାଲି ସବୁସ୍ଥାନରେ ପରକୀୟାପ୍ରୀତି ଘଟଣା ଦେଖିବାକୁ ମିଳୁଛି । ଘରେ ସ୍ତ୍ରୀକୁ ଛାଡ଼ି ବାହାରେ ପ୍ରେମ ସମ୍ପର୍କ ବଢ଼ାଉଛନ୍ତି ସ୍ୱାମୀ । କେବଳ ପୁରୁଷ ନୁହେଁ, କେତେକ ସ୍ଥାନରେ ମହିଳା ମଧ୍ୟ ବାହାରେ ପ୍ରେମ…

ବଡ଼ ଖବର! ଏହି ଚାଷୀଙ୍କୁ ମିଳିବନି ଦ୍ଵାଦଶ କିସ୍ତିର ୨୦୦୦ ଟଙ୍କା, ଜାଣନ୍ତୁ କ’ଣ ରହିଛି କାରଣ

ନୂଆଦିଲ୍ଲୀ: ପିଏମ କିଷାନ ସମ୍ମାନ ନିଧି ଯୋଜନା ଅଧିନରେ ଚାଷୀଙ୍କ ଆକାଉଣ୍ଟକୁ ଦ୍ଵାଦଶ କିସ୍ତି ଆସିବାକୁ ଯାଉଛି । ବର୍ତ୍ତମାନ ସୁଦ୍ଧା ଏହି ଯୋଜନା ଅଧିନରେ ଚାଷୀଙ୍କ ଆକାଉଣ୍ଟକୁ ଏକାଦଶ କିସ୍ତି ପଠାସରିଛି । ଚାଷୀଙ୍କ…

ରାସନକାର୍ଡଧାରୀଙ୍କୁ ପ୍ରତିବର୍ଷ ମାଗଣାରେ ମିଳିବ ଏଲପିଜି ସିଲିଣ୍ଡର: ସରକାରଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ: ଦେଶରେ ଦରଦାମ୍ ବଢ଼ୁଥିବା ବେଳେ ସାଧାରଣଲୋକଙ୍କ ପାଇଁ ଆସିଛି ବଡ଼ ଖବର । ଆପଣଙ୍କ ପାଖରେ ବର୍ଷକୁ ୩ଟି ଗ୍ୟାସ୍ ସିଲିଣ୍ଡର ପାଇବାର ସୁଯୋଗ ରହିଛି । ତେବେ ସରକାର ସରକାର ଗରିବ ଲୋକଙ୍କୁ ସବୁ ପ୍ରକାରରେ…

ଡେଙ୍ଗୁ ଭଳି ରୋଗରୁ ମିଳିବ ମୁକ୍ତି! ICMR ବିକଶିତ କଲା ମଶା ମାରିବାର ଟେକନିକ୍

ପୁଡୁଚେରୀ: ମଶା କାମୁଡ଼ିବାକୁ ନେଇ ଚିନ୍ତାରେ ଥିବା ଲୋକମାନଙ୍କୁ ପାଇଁ ଖୁସି ଖବର । କାରଣ ପୁଡୁଚେରୀରେ ଥିବା ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମଆର) ର ଅନୁସନ୍ଧାନ କେନ୍ଦ୍ର ବାକିଲସ୍…