କ୍ୟାନ୍ସରକୁ ଜନ୍ମ ଦେଉଛି ଏହି ମେଡିସିନ୍! ‘ଆବଶ୍ୟକ’ ତାଲିକାରୁ ୨୬ଟି ଔଷଧକୁ ହଟାଇଲେ ସରକାର, ଦେଖନ୍ତୁ ଲିଷ୍ଟ୍
ନୂଆଦିଲ୍ଲୀ: କରୋନା ମହାମାରୀ ପରେ ଦେଶରେ ଅନେକ ପ୍ରକାରର ମେଡିସିନର ବିକ୍ରି ଓ ବ୍ୟବହାର ଯଥେଷ୍ଟ ବୃଦ୍ଧି ପାଇବାରେ ଲାଗିଛି । କିନ୍ତୁ ସେଥିରୁ ଅନେକ ମେଡିସିନ୍ ଏପରି ରହିଛି, ଯାହାକୁ ଲୋକମାନେ ବିନା ଡାକ୍ତରଙ୍କ…