(Video) ଶେଷରେ କ୍ୟାମେରା ସାମ୍ନାକୁ ଆସିଲେ ଟୁଙ୍ଗୁରୁ ଭୋଳ: କହିଲେ- ‘ମୁଁ ତାକୁ ସିନ୍ଦୁର ଦେଇନି କି ଶାରୀରିକ ସମ୍ପର୍କ ରଖିନି’

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଟୁଙ୍ଗୁର ଭୋଳ ଓ ତାଙ୍କ ବିବାହିତା ପ୍ରେମିକାଙ୍କ ପ୍ରେମ କାହାଣୀ ଏବେ ଓଡ଼ିଶାର ଏକ ଚର୍ଚ୍ଚିତ ଖବର ପାଲଟିଛି । ସ୍ୱାମୀ ଓ ୨ ପିଲାଙ୍କୁ ଛାଡ଼ି ଅଟୋ ଡ୍ରାଇଭର ଟୁଙ୍ଗୁରୁଙ୍କୁ ବାହା ହେବା ପାଇଁ…

ଟନସିଲ୍ ଅପରେସନ ପରେ ମରିଗଲେ ପୂର୍ବତନ ମିସ୍ ବ୍ରାଜିଲ: ଆପଣ କରୁନାହାନ୍ତି ତ ଏପରି ଭୁଲ୍

ନୂଆଦିଲ୍ଲୀ: ଯଦି ଆପଣ ଟନସିଲକୁ ହାଲୁକାରେ ନେଉଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ଟିକିଏ ଅବହେଳା ପାଇଁ ଚାଲିଯାଇପାରେ ଆପଣଙ୍କ ଜୀବନ । ୨୦ ଜୁନ୍ ୨୦୨୨ରେ ପୂର୍ବତନ ମିସ୍ ବ୍ରାଜିଲ ଗ୍ଲେସି…

ଥାନା ସାମ୍ନାରେ ନିଜକୁ ଜାଳିଲେ ଯୁବକ: ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର

ସାଲେପୁର(ଓଡ଼ିଶା ଭାସ୍କର): କିଶନନଗର ଥାନା ସାମ୍ନାରେ ନିଜକୁ ଜାଳିଲେ ଯୁବକ । ନିଜ ଦେହରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେବାରୁ ପୋଡିହୋଇ ଯୁବକ ଜଣକ ଗୁରୁତର ଆହତ ହୋଇଛନ୍ତି । ପୋଡି ହୋଇ ଗୁରୁତର ଥିବା ଯୁବକଙ୍କୁ ତୁରନ୍ତ…

ଆଜି ପୁଣି କମିଲା ସୁନା ଦର; କିଣିବାରେ କରନ୍ତୁନି ବିଳମ୍ବ, ଜାଣନ୍ତୁ ନୂଆ ରେଟ୍

ନୂଆଦିଲ୍ଲୀ: ଯଦି ଆପଣ ସୁନା ଓ ରୂପା କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଖୁସି ଖବର । ବିଶ୍ୱ ବଜାରରୁ ମିଳିଥିବା ସଙ୍କେତ ମଧ୍ୟରେ ଗୁରୁବାର ଦିନ ସୁନା ଓ ରୂପା ମୂଲ୍ୟ ପୁଣି ହ୍ରାସ ପାଇଛି । ଆଜି ଭାରତରେ…

ଖାଇବା ତେଲ ଓ ଅଟାର ଦାମ୍ ଉପରେ ସରକାରଙ୍କ ଘୋଷଣା, ଶୁଣିଲେ ଖୁସିହୋଇଯିବ ଆପଣଙ୍କ ମନ

ନୂଆଦିଲ୍ଲୀ: ଲଗାତାର ଦରଦାମ୍ ବଢ଼ିଚାଲିଥିବା ବେଳେ ଏବେ ଖାଇବା ତେଲ ଦର କମିବା ଯୋଗୁଁ ଲୋକଙ୍କୁ ଟିକେ ଆରାମ ମିଳିଛି । ଆନ୍ତର୍ଜାତୀୟ ଦର ହ୍ରାସ ଏବଂ ସରକାରଙ୍କ ହସ୍ତକ୍ଷେପ ଯୋଗୁଁ ଖୁଚୁରା ବଜାରରେ ଖାଇବା ତେଲର ମୂଲ୍ୟ…

ଗହମ ଓ ରସୁଣ ଦେଇ ବଦଳରେ ପାଆନ୍ତୁ ଘର: କମ୍ପାନୀ ବାହାର କଲା ଅଜବ ନିୟମ

କମ୍ପାନୀଗୁଡ଼ିକ ନିଜ ନିଜର ପ୍ରଡକ୍ଟ ବିକ୍ରି କରିବାକୁ ନୂଆ ନୂଆ ଆଇଡିଆ ଖୋଜନ୍ତି । ସେହିପରି ଚୀନର ଏକ ରିଏଲ ଇଷ୍ଟେଟ କମ୍ପାନୀ ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ଯାଇ ଏକ ସାନଦାର୍ ଉପାୟ ଖୋଜିଛି, ଯାହାକୁ ନେଇ ସାରା…

ସ୍ତନ କର୍କଟକୁ ନେଇ ବଡ଼ ସଫଳତା: ଏଣିକି ଘରେ ବସି ଜାଣିପାରିବେ ଆପଣଙ୍କୁ ଏହି ରୋଗ ହୋଇଛି କି ନାହିଁ, ଲଞ୍ଚ ହେଲା ସ୍ପେଶାଲ କିଟ୍

ନୂଆଦିଲ୍ଲୀ: ସ୍ତନ କର୍କଟ ବା ବ୍ରେଷ୍ଟ କ୍ୟାନ୍ସର ସମ୍ବନ୍ଧରେ ଏକ ବଡ଼ ସଫଳତା ହାସଲ କରାଯାଇଛି । ଆପୋଲୋ କ୍ୟାନ୍ସର ସେଣ୍ଟର ଓ ଡାଟାର କ୍ୟାନ୍ସର ଜେନେଟିକ୍ସ ମିଳିତ ଭାବେ ଏକ କିଟ୍ ଲଞ୍ଚ କରିବାକୁ ଘୋଷଣା କରିଛନ୍ତି ।…

ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ନିଶ୍ଚିତ: ୫.୫ ଲକ୍ଷରୁ ଅଧିକ ଭୋଟ୍ ହାସଲ କରି ରଚିବେ ଇତିହାସ

ନୂଆଦିଲ୍ଲୀ: ଓଡ଼ିଶାର ଶାସକ ବିଜୁ ଜନତା ଦଳ ବିଜେଡିର ସମର୍ଥନ ମିଳିବା ପରେ ଏନଡିଏ ପକ୍ଷରୁ ରାଷ୍ଟ୍ରପତିି ପ୍ରାର୍ଥୀ ହୋଇଥିବା ଦ୍ରୌପଦୀ ମୁର୍ମୁଙ୍କ ନିର୍ବାଚନ ରାସ୍ତା ଆହୁରି ସହଜ ହୋଇଛି । ଅନ୍ୟପଟେ ଏହି ଘଟଣାରେ…

(Video) ଭୁବନେଶ୍ୱର ବିମାନବନ୍ଦରରେ NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ, ଆଦିବାସୀ ନୃତ୍ୟରେ ଅଭିନନ୍ଦନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଲେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ଏମସିଏଲ ଗେଷ୍ଟ ହାଉସରୁ କଡ଼ା ସୁରକ୍ଷାରେ ସେ ବିମାନବନ୍ଦରରେ ପହଞ୍ଚିଛନ୍ତି । ୯ଟା ୪୦ରେ…

କେନ୍ଦ୍ରାପଡ଼ାରେ ମର୍ଡର: ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ!

କେନ୍ଦ୍ରାପଡ଼ା(ଓଡ଼ିଶା ଭାସ୍କର): କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ତେଣ୍ଡାକୁଡ଼ା ଗାଁରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ସ୍ତ୍ରୀକୁ ଟାଙ୍ଗିଆରେ ହାଣି ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି ।…