fbpx
BJD SKY
BJD SKY

ଆଜି ଦାୟିତ୍ୱ ନେବେ ଉମାଶଙ୍କର

BJD

ଭୁବନେଶ୍ୱର,୨୦/୭(ଓଡିଶା ଭାସ୍କର): ଭୁବନେଶ୍ବର DCP ଭାବେ ଆଜି ଦାୟିତ୍ବ ନେବେ ଉମାଶଙ୍କର ଦାଶ । ପୋଲିସ କମିସନର କାର୍ଯ୍ୟାଳୟରେ ଅନୁପ ସାହୁଙ୍କଠାରୁ ନେବେ ଦାୟିତ୍ବ । ତେବେ ୨୦୦୮ ବ୍ୟାଚ୍‌ର IPS ଅଫିସର ହେଇଛନ୍ତି ଉମାଶଙ୍କର ଦାଶ । ସେ ପୂର୍ବରୁ ରାଉରକେଲା ଓ ପୁରୀ SP ଭାବେ ଦାୟିତ୍ବ ତୁଲାଇ ସାରିଛନ୍ତି।

Get real time updates directly on you device, subscribe now.