fbpx

BIG BREAKING…ଭଦ୍ରକ: ମଧ୍ୟାହ୍ନ ଭୋଜନରେ ଝିଟିପିଟି, ୨୦ରୁ ଊର୍ଦ୍ଦ୍ବ ଛାତ୍ରଛାତ୍ରୀ ଅସୁସ୍ଥ

ଭଦ୍ରକ : (ଓଡ଼ିଶା ଭାସ୍କର) ମଧ୍ୟାହ୍ନ ଭୋଜନରେ ଝିଟିପିଟି, ୨୦ରୁ ଊର୍ଦ୍ଦ୍ବ ଛାତ୍ରଛାତ୍ରୀ ଅସୁସ୍ଥ । ପୁରୁଣାବଜାର ବଡ଼ ଶଙ୍କରପୁର ସ୍ଥିତ ଉର୍ଦ୍ଦୁ ୟୁଜିଏମଇର ଛାତ୍ରଛାତ୍ରୀ ଅସୁସ୍ଥ ହୋଇଥିବା ସୂଚନା । ଖାଇବା ପରେ ମୁଣ୍ଡ ବୁଲାଇବାରୁ ନୂତନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ମେଡିକାଲ୍‌ରେ ପହଞ୍ଚି ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝୁଛନ୍ତି B.E.O । 

Get real time updates directly on you device, subscribe now.