fbpx

ଭଞ୍ଜନଗର: ତାଣ୍ଡବ ରଚିଲା କାଳବୈଶାଖୀ, ବଜ୍ରାଘାତରେ ୪ ଆହତ, ୫୦ ଛେଳି ମୃତ

ଭଞ୍ଜନଗର: (ଓଡ଼ିଶା ଭାସ୍କର) ବଜ୍ରାଘାତରେ ୪ ଆହତ, ୫୦ ଛେଳି ମୃତ । ବଡ଼ଗଡ଼ ଥାନା ନୂଆଗାଁରେ ଛେଳି ଚରାଉ ଥିବାବେଳେ ବଜ୍ରାଘାତ । ବଜ୍ରାଘାତରେ ଆହତ ୪ ଜଣ ବଡ଼ଗଡ଼ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ।

Get real time updates directly on you device, subscribe now.