fbpx
BJD
BJD SKY
BJD SKY

୧୯ରେ ଖୋଲିବ ଭିତରକନିକା

ରାଜନଗର,୧୬ ।୧୦(ଓଡିଶା ଭାସ୍କର): କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକରେ ଥିବା ଭିତରକନିକା ଜାତୀୟ ଉଦ୍ୟାନ ଆସନ୍ତା ୧୯ରୁ ତାରିଖରୁ ଖୋଲିବାକୁ ଖୋଲିବାକୁ ଯାଉଛି । କରୋନା ପାଇଁ ଦୀର୍ଘ ଦିନହେବ ଭିତରକନିକା ବନ୍ଦ ରହିଥିଲା । ପର୍ଯ୍ୟଟକଙ୍କ ପାଇଁ ଆସନ୍ତା ୧୯ରୁ ଖୋଲିବା ନେଇ ପିସିସିଏଫ୍ ହରିଶଙ୍କର ଉପାଧ୍ୟାୟ ସୂଚନା ଦେଇଛନ୍ତିି । ଖୋଲିବା ପୂର୍ବରୁ ପର୍ଯ୍ୟଟକଙ୍କ ପାଇଁ ଗାଇଡଲାଇନ୍ ଜାରି ହୋଇଛି ।

Get real time updates directly on you device, subscribe now.