fbpx

ବ୍ରହ୍ମଗିରି ବିଧାୟକ କରୋନା ପଜିଟିଭ ଚିହ୍ନଟ, ଟ୍ବିଟ କରି ଦେଲେ ସୂଚନା

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): ବ୍ରହ୍ମଗିରିର ବିଜେପି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର କରୋନା ସଂକ୍ରମିତ ହୋଇଛନ୍ତି । ସେ ନିଜେ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ସେ ଭଲ ଅଛନ୍ତି । ହେଲେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକ ମାନେ ନିଜକୁ ଆଇସୋଲେଟ କରିବା ସହ ଯଦି ଆବଶ୍ୟକ ହୁଏ ତେବେ ଟେଷ୍ଟ କରାଇ ନେବାକୁ ସେ ଅନୁରୋଧ କରିଛନ୍ତି ।

Get real time updates directly on you device, subscribe now.