ଭୁବନେଶ୍ୱର: ଭୁବନେଶ୍ୱର କ୍ଲବ ସଭାପତି ହେଲେ ପ୍ରଦୀନ ଜେନା । ୧୮ ଖଣ୍ଡ ଭୋଟରେ ବିଜୟୀ ହେଲେ ପ୍ରଦୀପ ।
ଅସିତ ତ୍ରୀପାଠୀଙ୍କୁ ହରାଇ ପ୍ରଦୀପ ଜେନା ସଭାପତି ନିର୍ବାଚିତ । ୧୮ ଖଣ୍ଡ ଭୋଟରେ ବିଜୟୀ ହୋଇ ପ୍ରଦୀପ ଜେନା ସଭାପତି ନିର୍ବାଚିତ ।
ବିଜୟ ପରେ ନିଜର ପ୍ରତିକ୍ରିୟା ରଖି ପ୍ରଦୀପ କହିଛନ୍ତି, ସଭାପତ. ସମ୍ପାଦକ ୨ଥରରୁ ଅଧିକ ନିର୍ବାଚନ ଲଢ଼ିପାରିବେ ନାହିଁ ଏ ନେଇ ସଂକଳ୍ପ ଆଣିବୁ ।